କୋଲକାତାରେ ମୃତ୍ୟୁର ଗୁମର!

ବ୍ୟାଙ୍କ କର୍ମଚାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ। ମୃତ୍ୟୁ ପଛରେ କୋଲକାତା ମେଦିନପୁରର ଲିଙ୍କ୍! ଜୁନ୍-ଜୁଲାଇରେ ଦିବ୍ୟରଞ୍ଜନଙ୍କ ଆକାଉଣ୍ଟରୁ ହୋଇଥିଲା ଲକ୍ଷାଧିକ ଟ୍ରାଂଜାକ୍ସନ। ନିର୍ଦ୍ଦିଷ୍ଟ ଭାବେ, କୋଲକାତା ମେଦିନପୁରର ୫ ଜଣଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା।

dibyaranjan

dibyaranjan

Debendra Prusty
  • Published: Tuesday, 16 August 2022
  • Updated: 16 August 2022, 11:27 AM IST

Sports

Latest News

ବ୍ୟାଙ୍କ କର୍ମଚାରୀ ଦିବ୍ୟରଞ୍ଜନ ମିଶ୍ରଙ୍କ ମୃତ୍ୟୁ ପଛରେ ବଡ଼ ରହସ୍ୟ। ମୃତ୍ୟୁ ପଛରେ କୋଲକାତା ମେଦିନପୁରର ଲିଙ୍କ୍! ଜୁନ୍-ଜୁଲାଇରେ ଦିବ୍ୟରଞ୍ଜନଙ୍କ ଆକାଉଣ୍ଟରୁ ହୋଇଥିଲା ଲକ୍ଷାଧିକ ଟ୍ରାଂଜାକ୍ସନ। ନିର୍ଦ୍ଦିଷ୍ଟ ଭାବେ, କୋଲକାତା ମେଦିନପୁରର ୫ ଜଣଙ୍କ ଆକାଉଣ୍ଟକୁ ଯାଉଥିଲା ଟଙ୍କା।

https://youtu.be/ZtODe8Aus_c

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos