ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ଶେଜୱାନ୍‌ ଚିକେନ୍‌’

ଆବଶ୍ୟକ ସାମଗ୍ରୀ:  ବୋନ୍‌ଲେସ୍‌ ଚିକେନ୍‌, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ଲୁଣ, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ଅଧଘଣ୍ଟା ମାରିନେଟ୍‌ ହେବାକୁ ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ […]

chkn

chkn

Chinmayee Roy
  • Published: Friday, 07 June 2019
  • Updated: 07 June 2019, 02:51 PM IST

Sports

Latest News

ଆବଶ୍ୟକ ସାମଗ୍ରୀ:  ବୋନ୍‌ଲେସ୍‌ ଚିକେନ୍‌, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା, ତେଲ, କଟା ପିଆଜ ଷଣ୍ଢା, ଟମାଟୋ ସସ୍‌, ଶେଜୱାନ୍‌ ସସ୍‌, ସୋୟା ସସ୍‌, ଭିନେଗାର ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀପ୍ରଥମେ ଏକ ପାତ୍ରରେ ବୋନ୍‌ଲେସ୍‌ ଚିକେନ୍‌, ଲୁଣ, ଧଳା ଗୋଲମରିଚ ଗୁଣ୍ଡ, ଅଦା-ରସୁଣ ପେଷ୍ଟ, ସୋୟା ସସ୍‌, କର୍ଣ୍ଣଷ୍ଟାର୍ଚ, ଅଣ୍ଡା ପକାଇ ଭଲ ଭାବେ ମିଶାନ୍ତୁ। ଏହାକୁ ଅଧଘଣ୍ଟା ମାରିନେଟ୍‌ ହେବାକୁ ରଖି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ଏକ କଡ଼େଇ ବସାଇ ତେଲ ଗରମ କରି ଏଥିରେ ମାରିନେଟ୍‌ ହୋଇ ରହିଥିବ ଚିକେନ୍‌ ପକାଇ ବ୍ରାଉନ୍‌ ହେବା ଯାଏ ଫ୍ରାଏ କରନ୍ତୁ।

ଚିକେନ୍‌ ଶିଝିଗଲେ ଏହାକୁ ଗ୍ୟାସ୍‌ରୁ ବାହାର କରି ଅଲଗା ରଖନ୍ତୁ। ଏବେ କଡ଼େଇରେ ତେଲ ଗରମ କରି ଏଥିରେ କଟା ରସୁଣ, କଟା ଅଦା ଓ କଞ୍ଚା ଲଙ୍କା ପକାଇ ଦୁଇ ମିନିଟ୍‌ ଯାଏ ଭାଜନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ପିଆଜ ଭାଜି ହୋଇଗଲେ ଏଥିରେ କଟା ପିଆଜ ଷଣ୍ଢା ପକାଇ ମଧ୍ୟମ ଆଞ୍ଚରେ କିଛି ସମୟ ଭାଜନ୍ତୁ।

ବର୍ତ୍ତମାନ ଏଥିରେ ସୋୟା ସସ୍‌, ଶେଜୱାନ୍ ସସ୍‌, ଭିନେଗାର, ଚିନି, ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। କିଛି ସମୟ କଷିବା ପରେ ଏଥିରେ ଅଳ୍ପ ପାଣି ଦେଇ କିଛି ସମୟ ଫୁଟାନ୍ତୁ। ଅନ୍ୟ ଏକ ପାତ୍ରରେ କର୍ଣ୍ଣଷ୍ଟାର୍ଚ, ପାଣି ମିଶାନ୍ତୁ। ଏହି ମିଶ୍ରଣକୁ ପ୍ୟାନ୍‌ରେ ଢାଳି ଗୋଳାନ୍ତୁ। ଏବେ ସିଝା ଚିକେନ୍‌କୁ ଏଥିରେ ପକାଇ ଗୋଳାନ୍ତୁ ଓ ମଧ୍ୟମ ଆଞ୍ଚରେ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ‘ଶେଜୱାନ୍‌ ଚିକେନ୍‌’।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story