ଇଡି ଅଧିକାରୀଙ୍କୁ ଜେରା କରିବ କୋଲକାତା ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀଙ୍କୁ ଜେରା କରିବାକୁ ଭୁବନେଶ୍ୱର ଆସିଛି କୋଲକାତା ପୁଲିସ। ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଏହି ଇଡି ଅଧିକାରୀଙ୍କ ଲିଙ୍କ ରହିଥିବା କୋଲକାତା ପୁଲିସ ଠାରୁ ଜଣାପଡ଼ିଛି। ଆଜି କୋଲକାତା ପୁଲିସ ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ରେ ପହଞ୍ଚିବା ପରେ ସେଠାରୁ ଅନୁମତି ନେଇ ନୂଆପଲ୍ଲୀ ଥାନାକୁ ଆସିଥିଲା। ନୂଆପଲ୍ଲୀ ଥାନା ପୁଲିସ ସହାୟତାରେ ଏହି ଇଡି ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ହେଲେ ଆଜି ଇଡି ଅଫିସ୍ […]

Police-wb

Police-wb

Niranjan Mishra
  • Published: Tuesday, 09 August 2022
  • Updated: 09 August 2022, 07:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀଙ୍କୁ ଜେରା କରିବାକୁ ଭୁବନେଶ୍ୱର ଆସିଛି କୋଲକାତା ପୁଲିସ। ଏକ ସପିଂ ମଲରୁ ଟଙ୍କା ଠକେଇ ଅଭିଯୋଗରେ ଏହି ଇଡି ଅଧିକାରୀଙ୍କ ଲିଙ୍କ ରହିଥିବା କୋଲକାତା ପୁଲିସ ଠାରୁ ଜଣାପଡ଼ିଛି। ଆଜି କୋଲକାତା ପୁଲିସ ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ରେ ପହଞ୍ଚିବା ପରେ ସେଠାରୁ ଅନୁମତି ନେଇ ନୂଆପଲ୍ଲୀ ଥାନାକୁ ଆସିଥିଲା। ନୂଆପଲ୍ଲୀ ଥାନା ପୁଲିସ ସହାୟତାରେ ଏହି ଇଡି ଅଧିକାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲା। ହେଲେ ଆଜି ଇଡି ଅଫିସ୍ ଛୁଟି ଥିବାରୁ ଏହି ଅଧିକାରୀଙ୍କ ପାଖରେ ପହଞ୍ଚି ପାରିନି ପୁଲିସ। ସମ୍ପୃକ୍ତ ଇଡି ଅଫିସର ଜଣେ ଡେପୁଟୀ ଡାଇରେକ୍ଟର ବୋଲି ଜଣାପଡ଼ିଛି।

ଏହି ମାମଲାରେ ଝାଡଖଣ୍ଡର ଆଇନଜୀବୀ ରାଜୀବ କୁମାରକୁ ଗିରଫ କରିଛି କଲିକତା ପୁଲିସ। ପୁଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମୁତାବକ, ଗିରଫ ଆଇନଜୀବୀଙ୍କ ଠାରୁ ଏକ ହ୍ୱାଟସଆପ୍ ବାର୍ତାଳାପ ରେକର୍ଡ ମିଳିଛି। ଯେଉଁଥିରେ ଏହି ଆଇନଜୀବୀଙ୍କ ସହ ସମ୍ପୃକ୍ତ ଇଡି ଅଫିସ୍‌ର କଥା ହୋଇଛନ୍ତି। ଏହି ଆଧାରରେ କୋଲକାତା ପୁଲିସ ଇଡି ଅଧିକାରୀଙ୍କୁ ନୋଟିସ କରିଥିଲା। ତେଣୁ ଇଡି ଅଫିସ୍‌ରଙ୍କୁ ଏହି ମାମଲାରେ ପଚରାଉଚରା ପାଇଁ କୋଲକାତା ପୁଲିସ ଭୁବନେଶ୍ୱର ଆସିଛି। ଘଟଣା ଘଟିବା ବେଳେ ସମ୍ପୃକ୍ତ ଇଡ଼ି ଅଧିକାରୀ କୋଲକାତା କାର୍ଯ୍ୟାଳୟରେ କାମ କରୁଥିଲେ।

ଫେକ୍ ପିଆଇଏଲ୍ କରି ଲୋକଙ୍କ ଠାରୁ ଟଙ୍କା ଦାବି କରିଆସୁଥିଲେ ଗିରଫ ଆଇନଜୀବୀ ରାଜୀବ କୁମାର। ତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ରହିଛି ବୋଲି କୋଲକାତା ପୁଲିସ ଠାରୁ ଜଣାପଡ଼ିଛି। ତେବେ ସମଗ୍ର ଦେଶରେ ଇଡି ଚଢ଼ାଉ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଏଠାରେ ଇଡି ଅଫିସ୍‌ରଙ୍କ ଉପରେ ପୁଲିସର ଚଢ଼ଉ ଚର୍ଚ୍ଚାର ବିଷୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story