କୋଲକାତାରୁ ଲୁଟ୍‌ ଟଙ୍କା ସୋରରୁ ଉଦ୍ଧାର, ୨ ଗିରଫ

ସୋର: କୋଲକାତା ଓ ସୋର ପୋଲିସ୍‌ ଆଜି ମିଳିତ ଭାବେ ରାଇପିତାମ୍ୱର ଏବଂ ବାରିଙ୍ଗିଆରେ ଚଢ଼ାଉ କରି କୋଟିଏ ୧୦ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ନବ କିଶୋର ରାଉତ ଓ ସରୋଜ ଗିରିଙ୍କୁ ଗିରଫ କରାଯାଇଛି। କୋଲକାତା ଭାସ୍ତାଲା ବଡ ବଜାରରେ ସନ୍ତୋଷ କୁମାର ପୋଦ୍ଦାରଙ୍କ ଅଳଙ୍କାର ଦୋକାନରେ ନବ ଓ ସରୋଜ କାମ କରୁଥିଲେ। ସୁଯୋଗ ଦେଖି ଏହି ଦୁଇ ଜଣ ଟଙ୍କା ଧରି ଫେରାର ହୋଇ ଯାଇଥିଲେ।

soro

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 06:05 PM IST

ସୋର: କୋଲକାତା ଓ ସୋର ପୋଲିସ୍‌ ଆଜି ମିଳିତ ଭାବେ ରାଇପିତାମ୍ୱର ଏବଂ ବାରିଙ୍ଗିଆରେ ଚଢ଼ାଉ କରି କୋଟିଏ ୧୦ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି। ଏହି ଘଟଣାରେ ନବ କିଶୋର ରାଉତ ଓ ସରୋଜ ଗିରିଙ୍କୁ ଗିରଫ କରାଯାଇଛି।

କୋଲକାତା ଭାସ୍ତାଲା ବଡ ବଜାରରେ ସନ୍ତୋଷ କୁମାର ପୋଦ୍ଦାରଙ୍କ ଅଳଙ୍କାର ଦୋକାନରେ ନବ ଓ ସରୋଜ କାମ କରୁଥିଲେ। ସୁଯୋଗ ଦେଖି ଏହି ଦୁଇ ଜଣ ଟଙ୍କା ଧରି ଫେରାର ହୋଇ ଯାଇଥିଲେ।

Related story