ଆସିଲାନି ଆମ୍ବୁଲାନ୍ସ, ଠେଲାଗାଡ଼ିରେ ପତ୍ନୀଙ୍କୁ ବୋହିଲେ ସ୍ୱାମୀ

ଭୋପାଳ : ଆସିଲାନି ଆମ୍ବୁଲାନ୍ସ। ଶେଷରେ ଅପେକ୍ଷା କରି ନିରାଶ ହେବା ପରେ ପତ୍ନୀଙ୍କୁ ଠେଲାଗାଡ଼ିରେ ହସପିଟାଲ ନେଇଥିଲେ ସ୍ୱାମୀ। ମଧ୍ୟପ୍ରଦେଶର ଦାମୋହ ଜିଲା ମୁଖ୍ୟାଳୟଠାରୁ ୬୦ କିମି ଦୂର ରାନେହ ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଗର୍ଭବତୀ ପତ୍ନୀଙ୍କୁ ଠେଲା ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି ସ୍ୱାମୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କୈଳାସ ଅହିୱାର ନାମକ ଜଣେ […]

90

90

Tapas Behera
  • Published: Thursday, 01 September 2022
  • Updated: 01 September 2022, 10:20 AM IST

Sports

Latest News

ଭୋପାଳ : ଆସିଲାନି ଆମ୍ବୁଲାନ୍ସ। ଶେଷରେ ଅପେକ୍ଷା କରି ନିରାଶ ହେବା ପରେ ପତ୍ନୀଙ୍କୁ ଠେଲାଗାଡ଼ିରେ ହସପିଟାଲ ନେଇଥିଲେ ସ୍ୱାମୀ। ମଧ୍ୟପ୍ରଦେଶର ଦାମୋହ ଜିଲା ମୁଖ୍ୟାଳୟଠାରୁ ୬୦ କିମି ଦୂର ରାନେହ ଗ୍ରାମରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଗର୍ଭବତୀ ପତ୍ନୀଙ୍କୁ ଠେଲା ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି ସ୍ୱାମୀ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

କୈଳାସ ଅହିୱାର ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ଫୋନ୍‌ କରିବାର ୨ ଘଣ୍ଟା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଏପଟେ ପତ୍ନୀଙ୍କ ଅବସ୍ଥା ଗୁରୁତର ହେବା ଦେଖି ଅନ୍ୟ ଉପାୟ ନ ପାଇ କୈଳାସ ଏକ ଠେଲାଗାଡ଼ିରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନେଇଥିଲେ । ତେବେ ସେଠାରେ କୌଣସି ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମୀ ନଥିବା କୈଳାସ ଅଭିଯୋଗ କରିଛନ୍ତି।

କିଛିସମୟ ପରେ କୈଳାସଙ୍କ ପତ୍ନୀଙ୍କୁ ସେଠାରୁ ହାଟା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ତେବେ ହାଟା ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ସୁବିଧା ନ ଥିବାରୁ ଗର୍ଭବତୀଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
କୈଳାସ ନିଜ ପତ୍ନୀଙ୍କୁ ଠେଲାଗାଡ଼ିରେ ଡାକ୍ତରଖାନା ନେଇ ଯାଉଥିବା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story