କେମିକାଲ ଫ୍ୟାକ୍ଟୋରିରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ହରିୟାଣାର ଶୋନିପାଟରର କୁଣ୍ଡୁଲି ଏରିଆରେ ଥିବା କେମିକାଲ ଫ୍ୟାକ୍ଟୋରିରେ ରବିବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ଦିଲ୍ଲୀରୁ ଦମକଳବାହିନୀକୁ ପଠାଯାଇଛି। ହାରିୟାଣା ସରକାରଙ୍କ ନିବେଦନ କ୍ରମେ ଏହି ଟିମକୁ ପଠାଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କ୍ଷୟକ୍ଷତିର ରିପୋର୍ଟ ଜଣାପଡ଼ି ନାହିଁ।

fire

Tapas Behera
  • Published: Sunday, 17 April 2022
  • , Updated: 17 April 2022, 08:50 PM IST

Related story