ମଙ୍କିପକ୍ସ ଲକ୍ଷଣ ‌ଥାଇ ଜଣେ ହସପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କାୟା ମେଲାଉଛି ମଙ୍କିପକ୍ସ। ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଙ୍କିପକ୍କ ଲକ୍ଷଣ ଥାଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।  ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି।  ସମ୍ପୃକ୍ତ ବ୍ୟକ୍ତି ଭୀଷଣ ଜ୍ୱରରେ ପିଡ଼ିତ ଥିବା ବେଳେ ତାଙ୍କ ଶରୀରରେ ଫଳିଯାଇଥିବା ଦେଖାଯାଇଛି । ଏହା ମଙ୍କିପକ୍ସର ଲକ୍ଷଣ ବୋଲି ସନ୍ଦେହ କରାଯାଉଛି।  ତେବେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ଭାରତରେ ୪ଟି ମଙ୍କିପକ୍ସ […]

Monkey-pox

Monkey-pox

Tapas Behera
  • Published: Wednesday, 27 July 2022
  • Updated: 27 July 2022, 10:00 AM IST

Sports

Latest News

ନୂଆଦିଲ୍ଲୀ: କାୟା ମେଲାଉଛି ମଙ୍କିପକ୍ସ। ରାଜଧାନୀ ଦିଲ୍ଲୀରେ ଜଣେ ବ୍ୟକ୍ତି ମଙ୍କିପକ୍କ ଲକ୍ଷଣ ଥାଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।  ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସପିଟାଲରେ ଭର୍ତ୍ତି କରାଯାଇଛି।  ସମ୍ପୃକ୍ତ ବ୍ୟକ୍ତି ଭୀଷଣ ଜ୍ୱରରେ ପିଡ଼ିତ ଥିବା ବେଳେ ତାଙ୍କ ଶରୀରରେ ଫଳିଯାଇଥିବା ଦେଖାଯାଇଛି । ଏହା ମଙ୍କିପକ୍ସର ଲକ୍ଷଣ ବୋଲି ସନ୍ଦେହ କରାଯାଉଛି।  ତେବେ ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏବଂ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ଭାରତରେ ୪ଟି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛି ।  ସେମାନଙ୍କ ମଧ୍ୟରେ ଦିଲ୍ଲୀରେ ଜଣେ ଥିଲା ବେଳେ କେରଳରେ ୩ ଜଣ ଅଛନ୍ତି।  ୩ ଦିନ ପୂର୍ବେ ମଙ୍କିପକ୍ସର ପ୍ରଥମ କେସ୍‌ ଦିଲ୍ଲୀରେ ଚିହ୍ଟଟ ହୋଇ ଥିଲା। ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲା।  ତାଙ୍କୁ ମଧ୍ୟ ଲୋକନାୟକ ଜୟପ୍ରକାଶ ହସପିଟାଲରେ ଭର୍ତ୍ତି କରାଯାଇଛି।

କେରଳରେ ହାଇ ଆର୍ଲଟ ଜାରି କରାଯାଇଛି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ୍‌ ସ୍କାନ୍‌ କରିବାକୁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ନିର୍ଦ୍ଦେଶ ଦେଇଛନ୍ତି। ବିମାନ ବନ୍ଦରରେ ଏହି ଥର୍ମାଲ୍‌ ସ୍କାନ୍‌ କରିବା ପାଇଁ ସେଠାରେ ଏକ ସ୍ବତନ୍ତ୍ର ହେଲ୍‌ଥ୍ ଡେସ୍କ ଗଠନ କରାଯାଇଛି। ଯେଉଁମାନଙ୍କ ଶରୀରରେ ଜ୍ୱର କିମ୍ବା ମଙ୍କିପସ୍କର ଅନ୍ୟ ଲକ୍ଷଣ ଦେଖାଯିବ ସେମାନଙ୍କୁ ତୁରନ୍ତ ପୃଥକବାସରେ ରଖାଯିବ।

ତେବେ ବିଶ୍ୱରେ ମଙ୍କିପକ୍ସ ବ୍ୟାପିବା ପରେ ଏହାକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ସଂଗଠନ ଡବ୍ଲଏଚଓ ହେଲଥ୍‌ ଏମରଜେନ୍ସି ଘୋଷଣା କରିଛି। ଗତ ଦୁଇ ବର୍ଷ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ସହ ମଙ୍କିପକ୍ସକୁ ଅନ୍ତର୍ଜାତିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କରିଛି । ଏବେ ସୁଦ୍ଧା ବିଶ୍ୱର ୭୫ଟି ଦେଶକୁ ମଙ୍କିପକ୍ସ ବ୍ୟାପିଲାଣି । ଗତ କିଛି ସପ୍ତାହରେ ୧୨ ଦେଶରେ ୧୦ ହଜାର ମାମଲା ସାମ୍ନାକୁ ଆସିଛି । କେବଳ ଆଫ୍ରିକା ବାହାରେ ଚିହ୍ନଟ ହୋଇଛନ୍ତି ୧୬ ହଜାର ମଙ୍କିପକ୍ସ ମାମଲା । ଭାରତରେ ବର୍ତ୍ତମାନ ପାର୍ଯ୍ୟନ୍ତ ୪ ଟି ମଙ୍କିପକ୍ସ ମାମଲା ବାହାରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story