ମା’ ପଚାରୁଛି: ମୋ ଝିଅ ଏବେ କେଉଁଠି?

ଯାଜପୁର(ଗୋଲାମ ଗସ୍‌): ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହେଲେ କୁନି ଝିଅ ପିହୁ। ଏବେ ସେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି ପିହୁଙ୍କ ମାଆ ମୋନାଲିସା ନାୟକ। ଆଉ ସେ ପ୍ରଶାସନକୁ ପଚାରୁଛନ୍ତି, ନିଜ ଝିଅ ଠିକଣା। ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନିରାଶ ହୋଇ ପିହୁର ମାଆ ମୋନାଲିସା ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଯାଜପୁର ଜିଲ୍ଲା […]

pehu

pehu

Manoranjan Sial
  • Published: Monday, 25 January 2021
  • Updated: 25 January 2021, 06:57 PM IST

Sports

Latest News

ଯାଜପୁର(ଗୋଲାମ ଗସ୍‌): ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହେଲେ କୁନି ଝିଅ ପିହୁ। ଏବେ ସେ କେଉଁଠି? କେବେ ସେ ଘରକୁ ଫେରିବ? ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି ପିହୁଙ୍କ ମାଆ ମୋନାଲିସା ନାୟକ। ଆଉ ସେ ପ୍ରଶାସନକୁ ପଚାରୁଛନ୍ତି, ନିଜ ଝିଅ ଠିକଣା। ପୁଲିସ ଓ ଜିଲ୍ଲା ପ୍ରଶାସନଠାରୁ ନିରାଶ ହୋଇ ପିହୁର ମାଆ ମୋନାଲିସା ମହିଳା ଶିଶୁ ବିକାଶ ମନ୍ତ୍ରୀଙ୍କ କ୍ୱାର୍ଟର୍ସ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମଧୁସୂଦନପୁର ଗାଁର ଦୁଇ ବର୍ଷର ଝିଅ ପିହୁ ନିଖୋଜକୁ ପାଖାପାଖି ୬ ମାସ ବତିଗଲାଣି। ହେଲେ ଅଦ୍ୟାବଧି ତା’ର କୌଣସି ପତ୍ତା ମିଳୁନାହିଁ। ପୁଲିସଠାରୁ ନିରାଶ ହେବା ପରେ ଗତ ୪ ତାରିଖରେ ପରିବାର ଲୋକେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ। ଏ ସମ୍ପର୍କରେ ଜିଲ୍ଲାପାଳ ଜାଣିପାରି ପିହୁର ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏସ୍‌ପିଙ୍କ ସହିତ ଆଲୋଚନା କରି ପିହୁକୁ ଖୋଜି ଆଣିବା ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ପରେ ଏସ୍‌ପି ପିହୁର ପରିବାରଙ୍କୁ ଭେଟି ସାନ୍ତ୍ୱନା ଦେଇଥିଲେ। ଇତି ମଧ୍ୟରେ ୨୦ ଦିନ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି।

ସୂଚନାରୁ ପ୍ରକାଶ, ଅଗଷ୍ଟ ୯ ତାରିଖରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲା। ଏନେଇ ତା’ର ମାଆ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କେବଳ ଏକ ନିଖୋଜ ମାମଲା ରୁଜୁ କରି ଚୁପ୍‌ ହୋଇ ବସି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story