ଏନ୍‌ଡିଏରୁ ଓହରିଲା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି

ହାଇଦ୍ରାବଦ: ଏନ୍‌ଡିଏର ହାତ ଛାଡ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଆଜି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘୋଷଣା କରିଛନ୍ତି। ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀ ଗଜପତି ରାଜୁ ଓ ୱାଇ.ଏସ୍ ଚୌଧରୀ ଆସନ୍ତାକାଲି ସେମାନଙ୍କ ପଦରୁ ଇସ୍ତଫା ଦେବେ। ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେବାରୁ ଟିଡିପି ଏହି ନିଷ୍ପତ୍ତି ନେଇଛି।

Chandrababu

Rakesh Mallick
  • Published: Wednesday, 07 March 2018
  • , Updated: 07 March 2018, 11:07 PM IST

ହାଇଦ୍ରାବଦ: ଏନ୍‌ଡିଏର ହାତ ଛାଡ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)। ଆଜି ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘୋଷଣା କରିଛନ୍ତି। ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀ ଗଜପତି ରାଜୁ ଓ ୱାଇ.ଏସ୍ ଚୌଧରୀ ଆସନ୍ତାକାଲି ସେମାନଙ୍କ ପଦରୁ ଇସ୍ତଫା ଦେବେ।

ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରି ଦେବାରୁ ଟିଡିପି ଏହି ନିଷ୍ପତ୍ତି ନେଇଛି।

Related story