ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନି । ଏ ଯାଏଁ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନ ଫେରନ୍ତାଙ୍କ ନମୁନା ପରୀକ୍ଷା କରାୟାଇଥିଲେ ବି ଏଥିରୁ ବ୍ରିଟେନ ଷ୍ଟ୍ରେନ ମିଳିନାହିଁ। ଏଯାଏ ଯେତିକି ସାମ୍ପଲ ଟେଷ୍ଟ ହୋଇଛି, ସେଥିରୁ ବ୍ରିଟେନ ଷ୍ଟ୍ରେନ ମିଳିନି ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏ ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦୪ […]

corona-01

corona-01

Tapas Behera
  • Published: Thursday, 31 December 2020
  • Updated: 31 December 2020, 03:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନି । ଏ ଯାଏଁ ଓଡ଼ିଶାରେ ବ୍ରିଟେନ ଷ୍ଟ୍ରେନ ମିଳିନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରିଟେନ ଫେରନ୍ତାଙ୍କ ନମୁନା ପରୀକ୍ଷା କରାୟାଇଥିଲେ ବି ଏଥିରୁ ବ୍ରିଟେନ ଷ୍ଟ୍ରେନ ମିଳିନାହିଁ। ଏଯାଏ ଯେତିକି ସାମ୍ପଲ ଟେଷ୍ଟ ହୋଇଛି, ସେଥିରୁ ବ୍ରିଟେନ ଷ୍ଟ୍ରେନ ମିଳିନି ବୋଲି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏ ପର୍ଯ୍ୟନ୍ତ ବ୍ରିଟେନରୁ ଫେରିଥିବା ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି। ସେଥିରୁ ମୋଟ ୭ ଜଣଙ୍କ କରୋନା ପଜିଟିଭ ମିଳିଛି । ହେଲେ କାହାଠାରେ ବ୍ରିଟେନ ଷ୍ଟ୍ରେନ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos