ପୁଣି ବଢ଼ିଲା ତାତି, ୬ଟି ସହରରେ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଛି ତାତି। ୬ଟି ସହରରେ ପାରଦ ୪୦ ଡିଗ୍ରୀ ପାର କରିଛି। ତାଳଚେରରେ ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୪୦.୨ ଡିଗ୍ରୀ ରହିଥିଲା।     

garam

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 01:25 PM IST

Related story