ଶାସକ-ବିରୋଧୀ ବିଧାୟକଙ୍କ କ୍ଷୋଭ: ଶୁଣୁନାହାନ୍ତି ଅଫିସର, ବଢ଼ିଯାଇଛି ଅହଙ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଫିସରମାନଙ୍କ ଶାସନ ଚାଲିଛି ଓ ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି ବୋଲି ଦୀର୍ଘଦିନ ଧରି ହେଉଥିବା ଚର୍ଚ୍ଚା ଆଜି ଏକ ବିସ୍ଫୋରକ ମୋଡ଼ ନେଇଛି । ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ସିଧାସଳଖ ଏଭଳି ଅଭିଯୋଗ ଆଣି ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାକୁ ସତ ପ୍ରମାଣିତ କରିଛନ୍ତି । ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଅହଙ୍କାର ବଢ଼ିଯାଇଛି, ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ଶାସକ ବିଜେଡିର ବରିଷ୍ଠ ବିଧାୟକ […]

odisha-assemble

odisha-assemble

Ordigital Desk
  • Published: Tuesday, 05 July 2022
  • Updated: 05 July 2022, 07:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଫିସରମାନଙ୍କ ଶାସନ ଚାଲିଛି ଓ ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି ବୋଲି ଦୀର୍ଘଦିନ ଧରି ହେଉଥିବା ଚର୍ଚ୍ଚା ଆଜି ଏକ ବିସ୍ଫୋରକ ମୋଡ଼ ନେଇଛି । ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ସିଧାସଳଖ ଏଭଳି ଅଭିଯୋଗ ଆଣି ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାକୁ ସତ ପ୍ରମାଣିତ କରିଛନ୍ତି ।

ରାଜ୍ୟରେ ସରକାରୀ ଅଧିକାରୀମାନଙ୍କ ଅହଙ୍କାର ବଢ଼ିଯାଇଛି, ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ଶାସକ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କ୍ଷୋଭର ସହ କହିଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୂଣ୍ଣ କରାଯାଉଥିବା ଓ ସରକାରୀ ଅଧିକାରୀମାନେ ଶୁଣୁନଥିବା ନେଇ କ୍ଷୋଭ ବ୍ୟକ୍ତ କରିଛନ୍ତି । ଶାସକ ବିଜେଡି ବିଧାୟକ ଭାଗିରଥୀ ସେଠୀ ଆଉ ପାଦେ ଆଗକୁ ଯାଇ ମନ୍ତ୍ରୀଙ୍କ ସ୍ଥିତି ଯେ କେତେ ଦୟନୀୟ ତାହା ସିଧାସଳଖ କହିବାକୁ ପଛାଇ ନାହାନ୍ତି । ସରକାରୀ ଅଫିସରମାନଙ୍କ ଏଭଳି ଆଚରଣକୁ ନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ଆଉ ବାଚସ୍ପତି ବିକ୍ରମ କେଶରୀ ଆରୁଖ୍ ଆସନ୍ତା ସପ୍ତାହକ ମଧ୍ୟରେ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ ସର୍କୁଲାର-୪୭କୁ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନି ତା’ର ଅନୁଧ୍ୟାନ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ଯେଉଁ ତଥ୍ୟ ବିଧାୟକମାନଙ୍କୁ ଦିଆଯାଇନି ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବାକୁ ବିଧାନସଭା ସଚିବଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଶୂନ୍ୟକାଳରେ ବରିଷ୍ଠ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ବିଧାନସଭାରେ ସତ କିଏ କହୁଛି ତାହା ବୁଝି ହେଉନି। ପ୍ରଶ୍ନକର୍ତ୍ତା(ବିଧାୟକ) ନା ସରକାରୀ ଅଧିକାରୀ? ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢ଼ୁଥିବା ସଂକ୍ରାନ୍ତରେ ସୌମ୍ୟଙ୍କ ପ୍ରଶ୍ନରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ନେଇ ସେ ଉଦବେଗ ବ୍ୟକ୍ତ କରିଛନ୍ତି । ସରକାରୀ ଅଧିକାରୀମାନେ ଭୁଲ୍ ଓ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି? ସରକାରୀ ଅଧିକାରୀମାନେ କାହିଁକି ମିଛ କହୁଛନ୍ତି ବୋଲି ଗୃହରେ ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ । ଆଉ ଗୃହ ବାହାରେ ଗଣମାଧ୍ୟମ ସମ୍ମୁଖରେ ପୁଣିଥରେ ନିଜର କ୍ଷୋଭ ବ୍ୟକ୍ତ କରି କହିଥିଲେ ଯେ, ରାଜ୍ୟରେ ସରକାରୀ ଅଧିକାରୀମାନଙ୍କର ଅହଙ୍କାର ବଢ଼ିଯାଇଛି । ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ବିପଦରେ ପଡ଼ିବ ।

ସେହିପରି ଶୂନ୍ୟକାଳରେ ବିଜେଡି ବିଧାୟକ ଭାଗିରଥୀ ସେଠୀ ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଆନନ୍ଦପୁର ସବଡିଭିଜନରେ ଥିବା ସ୍ୱାସ୍ଥ୍ୟ କନ୍ଦ୍ରେର ଦୟନୀୟ ଚିତ୍ର ସମ୍ପର୍କରେ ବାଚସ୍ପତିଙ୍କ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ସେଠୀ କହୁକହୁ ଏଭଳି କଥା କହିଦେଲେ ଯାହା ବିଜେଡି ସରକାରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ମନ୍ତ୍ରୀମାନଙ୍କ ସ୍ଥିତିର ନଗ୍ନ ଚିତ୍ରକୁ ପଦାରେ ପକାଇଛି । ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡାକ୍ତର ନାହାନ୍ତି, ଫାର୍ମାସିଷ୍ଟ ନାହାନ୍ତି, ପିଅନ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି । ଏନେଇ ସରକାରୀ ଅଧିକାରୀଙ୍କୁ କହିଲେ ସେମାନେ ଶୁଣୁନାହାନ୍ତି । ଆଉ ଏନେଇ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲରେ ଚାପୁଡ଼ା ମାରିବା ତାହା ବୋଲି କହି ସେ ସିଧାସଳଖ ସରକାରରେ ମନ୍ତ୍ରୀମାନଙ୍କ ଦୟନୀୟ ସ୍ଥିତିକୁ ଉଜାଗର କରିଛନ୍ତି ।

ସେହିପରି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବୁକ ସର୍କୁଲାର-୪୭କୁ ସଠିକ୍ କାର୍ଯ୍ୟକାରୀ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ । ସେ କହିଥିଲେ ଯେ, ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୂଣ୍ଣ କରାଯାଉଛି । ବିଲ୍ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲ୍ ଡକ୍ୟୁମେଂଟ ଦିଆଯାଉନି । ସରକାର ତରିବରିଆ ଭାବେ କାହିଁକି ଘରୋଇ ବିଶ୍ୱବିଦ୍ୟାଳୟ ବିଲ୍ ପାରିତ କରାଇ ନେଲେ । ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବି ବାରି ହୋଇଯାଉଛି । ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ କ’ଣ ଗାଇଡଲାଇନ୍ ରହିଛି ବୋଲି ସେ ପ୍ରଶ୍ନ କରିବା ସହ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କୁ ଅନୁମତି ଦେବା ଅନୁଚିତ୍ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କଠୁ ସରକାରୀ ଅଧିକାରୀ ପର୍ଯ୍ୟନ୍ତ ଯାହାକୁ ଚିଠି ଲେଖିଲେ ବି କେହି ଉତ୍ତର ଦେଉନାହାନ୍ତି । ବୁକ ସର୍କୁଲାର-୪୭ରେ ପ୍ରାବଧାନ ଅଛି ୧୫ଦିନ ଭିତରେ ଚିଠିର ଉତ୍ତର ଦିଆଯିବ । ବିଧାନସଭାରେ ବି ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି । ଏହା ଦ୍ୱାରା ବିଧାୟକମାନଙ୍କ ସାମ୍ବିଧାନିକ ଅଧିକାର କ୍ଷୂଣ୍ଣ ହେଉଛି ଓ ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ ବୋଲି ସେ ଦାବି କରିଥିଲେ । ପରେ ବାଚସ୍ପତି ଶ୍ରୀ ଆରୁଖ ବୁକ ସର୍କୁଲାର-୪୭ର ସଠିକ୍ କାର୍ଯ୍ୟକାରିତା ଓ ବିଧାୟକମାନେ ମାଗିଥିବା ତଥ୍ୟ ଦେବା ସଂକ୍ରାନ୍ତରେ ରୁଲିଂ ମଧ୍ୟ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story