ଟ୍ରେନ୍‌ ଆଗକୁ ଡେଇଁଲେ ଛାତ୍ର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନ୍ ଆଗକୁ ଡେଇଁ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା। ଆଜି ଘଟିଥିବା ଏହି ଘଟଣାକୁ ନେଇ ବାଲେଶ୍ୱର ଅଞ୍ଚଳ ସ୍ତବ୍ଧ। ମୃତ ଛାତ୍ର ଜଣକ ବାଲେଶ୍ୱର ଟାଉନ୍ ଥାନା ନିକଟ ଭୁଇସାହିରେ ରହୁଥିବା ସନ୍ତୋଷ କୁମାର ଗୁପ୍ତାଙ୍କ ପୁଅ ସୁରଜ ଗୁପ୍ତା। ସେ ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର। କୁରୁଡ଼ା ବ୍ରିଜ୍ ରେଲୱେ ଟ୍ରାକ୍‌ରୁ ତାଙ୍କ ମୃତଦେହ ମିଳିଛି। ତେବେ ସ୍କୁଲରେ ପ୍ରିନ୍ସପାଲ ଓ ଅନ୍ୟଜଣେ ସାର୍‌ଙ୍କ ନିର୍ଯାତନା ସହିତ ଜଣେ […]

hanging

hanging

Niranjan Mishra
  • Published: Tuesday, 06 September 2022
  • Updated: 06 September 2022, 10:37 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନ୍ ଆଗକୁ ଡେଇଁ ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା। ଆଜି ଘଟିଥିବା ଏହି ଘଟଣାକୁ ନେଇ ବାଲେଶ୍ୱର ଅଞ୍ଚଳ ସ୍ତବ୍ଧ। ମୃତ ଛାତ୍ର ଜଣକ ବାଲେଶ୍ୱର ଟାଉନ୍ ଥାନା ନିକଟ ଭୁଇସାହିରେ ରହୁଥିବା ସନ୍ତୋଷ କୁମାର ଗୁପ୍ତାଙ୍କ ପୁଅ ସୁରଜ ଗୁପ୍ତା। ସେ ସ୍ଥାନୀୟ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀର ଛାତ୍ର। କୁରୁଡ଼ା ବ୍ରିଜ୍ ରେଲୱେ ଟ୍ରାକ୍‌ରୁ ତାଙ୍କ ମୃତଦେହ ମିଳିଛି।

ତେବେ ସ୍କୁଲରେ ପ୍ରିନ୍ସପାଲ ଓ ଅନ୍ୟଜଣେ ସାର୍‌ଙ୍କ ନିର୍ଯାତନା ସହିତ ଜଣେ ସ୍କୁଲ ଛାତ୍ର ଆକ୍ରମଣ କରିଥିବା ଯୋଗୁ ମାନସୀକ ଭାରସାମ୍ୟ ହରାଇ ପୁଅ ଆତ୍ମହତ୍ୟା କରିଥିବା ବାପା ସନ୍ତୋଷ ପୁଲିସରେ ଅଭିଯୋଗ କରିଛନ୍ତି। ନ୍ୟାୟ ପ୍ରଦାନ ଦାବିରେ ପରିବାର ଲୋକ ମୃତଦେହ ରେଳ ଲାଇନରୁ ଉଦ୍ଧାର କରିବା ପରେ ସ୍କୁଲ ଆଗରେ ରଖି ଧାରଣାରେ ବସିଛନ୍ତି। ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ବୁଝାସୁଝା କରିଛନ୍ତି।

ସନ୍ତୋଷଙ୍କ କହିବା କଥା, ପୁଅକୁ ମାଡ଼ ହୋଇଥିବା ନେଇ ସେ ସ୍କୁଲ ପ୍ରିନ୍ସପାଲ ଓ ସମ୍ପୃକ୍ତ ଜଣେ ଶିକ୍ଷକଙ୍କୁ ପଚାରିଥିଲେ। ହେଲେ ସେ ଏହାକୁ ହାଲ୍‌କା ଭାବେ ନେଇ କୌଣସି ଉତ୍ତର ଦେବାକୁ ମନା କରିଦେଇଥିଲେ। ଯାହା ଫଳରେ ଏଭଳି ଘଟଣା ଘଟିଛି। ତେଣୁ ପୁଲିସ ଅଭିଯୁକ୍ତଙ୍କୁ ଧରି ଉପଯୁକ୍ତ ଦଣ୍ଡ ଦେଉ।

ଅନ୍ୟପଟେ ନିର୍ଯାତନା ଘଟଣାକୁ ସ୍କୁଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ପୁଲିସ ଏତଲା ପାଇବା ପରେ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story