ମହିଳା ଓ ଶିଶୁ ହିଂସା ବଢ଼ିବାପରେ ଚେତିଲେ ସରକାର, ଏବେ ଓଡ଼ିଶା ପୁଲିସରେ ଖୋଲିବ ସ୍ପେଶାଲ ୱିଙ୍ଗ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଥାନାରେ ମହିଳା ଓ ଶିଶୁ ସହାୟତା ଡେସ୍କ ଥିବା ସତ୍ତ୍ୱେ ରାଜ୍ୟରେ କ୍ରମାଗତ ଭାବେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା-ନିର୍ଯାତନା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏନେଇ ବାରମ୍ବାର ତୀବ୍ର ସମାଲୋଚନା କରାଯିବା ପରେ ଓଡ଼ିଶା ପୁଲିସ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ୱିଙ୍ଗ କେବଳ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଓ […]

rape-2

rape-2

Tapas Behera
  • Published: Wednesday, 30 December 2020
  • Updated: 30 December 2020, 06:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ସମସ୍ତ ଥାନାରେ ମହିଳା ଓ ଶିଶୁ ସହାୟତା ଡେସ୍କ ଥିବା ସତ୍ତ୍ୱେ ରାଜ୍ୟରେ କ୍ରମାଗତ ଭାବେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା-ନିର୍ଯାତନା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ଏନେଇ ବାରମ୍ବାର ତୀବ୍ର ସମାଲୋଚନା କରାଯିବା ପରେ ଓଡ଼ିଶା ପୁଲିସ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ୱିଙ୍ଗ କେବଳ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଓ ହିଂସା ମାମଲାର ତଦାରଖ କରିବ। ଆଜି ୬୨ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀର ଉଦଯାପନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

୬୨ତମ ବରିଷ୍ଠ ପୁଲିସ ଅଧିକାରୀ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ ଏବେବି ଆମର ମୁଖ୍ୟ ପ୍ରାଥମିକତା ଦିଗ ହୋଇ ରହିଛି। ମହିଳା ଓ ଶିଶୁମାନଙ୍କ ବିରୁଦ୍ଧରେ ଅପରାଧର ତଦାରଖ ନିମନ୍ତେ ଓଡ଼ିଶା ପୁଲିସ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ସୃଷ୍ଟି କରାଯିବ ବୋଲି ଏହି ଅବସରରେ ଘୋଷଣା କରୁଛି। ଏହି ପଦକ୍ଷେପ ଦ୍ୱାରା ମହିଳା ଓ ଶିଶୁମାନଙ୍କୁ ଗୁଣାତ୍ମକ ମାନର ସେବା ମିଳିପାରିବ ବୋଲି ଆଶା କରୁଛି।
ସେହିପରି ସଂଗଠିତ ଅପରାଧ ଓ ବଟି ଆଦାୟ ବିରୁଦ୍ଧରେ ପ୍ରଭାବଶାଳୀ ଢଙ୍ଗରେ ସ୍ୱତନ୍ତ୍ର ଅଭିଯାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏ ଦିଗରେ ଦୋଷୀ ସାବ୍ୟସ୍ତ ହାର ଖୁବ୍ କମ୍ ରହିଛି। ତେଣୁ ତଦନ୍ତବେଳେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଦୋଷୀସାବ୍ୟସ୍ତ ହାର ବୃଦ୍ଧି କରିବା ନିମନ୍ତେ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁହାର ବେଶ୍ ଅଧିକ ରହିଛି ଓ ଏହା ମଧ୍ୟ ଚିନ୍ତାର ବିଷୟ। ତେଣୁ ମୃତ୍ୟୁହାର ହ୍ରାସ ପାଇଁ ସମସ୍ତ ଷ୍ଟେକହୋଲଡର ଯଥା- ପରିବହନ, ପୂର୍ତ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରି ଲୋକଙ୍କ ମଧ୍ୟରେ ସଚେତନତା କରାଇ ଯାଂଚ କଡ଼ାକଡ଼ି କରିବାର ଆବଶ୍ୟକତା ରହିଛି।
ରାଜ୍ୟବ୍ୟାପୀ ନାର୍କେଟିକ୍ସ ଡ୍ରଗ୍ସ ବିରୁଦ୍ଧରେ ଏସଟିଏଫ ନେତୃତ୍ୱରେ ଚାଲିଥିବା ସଂଗଠିତ ଅଭିଯାନ ଯୋଗୁ ରେକର୍ଡ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ସେଥିପାଇଁ ଏସଟିଏଫ ଡିଆଇଜି ଓ କୋରାପୁଟ ଏସପିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ମୋ’ ସରକାରର ମୁଖ୍ୟ ଲକ୍ଷ୍ୟ ହେଲା ଥାନାକୁ ଆସୁଥିବା ଲୋକଙ୍କ ପ୍ରତି ସମ୍ମାନର ସହ ଆଚରଣ କରିବା। ‘ମୋ’ ସରକାର’ରେ ଥାନାଗୁଡ଼ିକ ସମ୍ପର୍କରେ ମିଳୁଥିବା ମତାମତ ସନ୍ତୋଷଜନକ ରହିଛି। ଫାଇଭ-ଟି ଅନ୍ତର୍ଗତ ଓଡ଼ିଶା ପୁଲିସ ଅନେକ ଭଲ ପଦକ୍ଷେପ ନେଇଛି ଓ ଏହାକୁ ବୃଦ୍ଧି କରିବାର ଆବଶ୍ୟକତା ମଧ୍ୟ ରହିଛି।

ସେହିପରି ଓଡ଼ିଶା ପୁଲିସରେ ବିଭିନ୍ନ ପାହ୍ୟାରେ ୯୦୫ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ନିମନ୍ତେ ଅନୁମତି ଦିଆଯାଇଛି। ପୂର୍ବରୁ ୬ଟି ନୂଆ ଥାନା ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା, ଯାହାକି ଆଜିଠୁ କାର୍ଯ୍ୟକ୍ଷମ ହୋଇଛି।
କରୋନା ମହାମାରୀ ସ୍ଥିତିରେ ପୁଲିସ ବାହିନୀର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କରୋନାରେ ମୃତ ୩୮ଜଣ ପୁଲିସ କର୍ମଚାରୀଙ୍କ ନିକଟ ସମ୍ପର୍କୀୟଙ୍କୁ ରେକର୍ଡ ସମୟ ମଧ୍ୟରେ ସ୍ୱତନ୍ତ୍ର ପାରିବାରିକ ପେନସନ୍ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୯ଜଣଙ୍କ ନିକଟ ସମ୍ପର୍କୀୟଙ୍କୁ ୫୦ଲକ୍ଷ ଟଙ୍କାର ଅତିରିକ୍ତ କ୍ଷତିପୂରଣ ମିଳିଛି ଓ ବାକି ମୃତ କର୍ମଚାରୀଙ୍କ ପରିବାରକୁ ଅବିଳମ୍ବେ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ୯୩୦ଜଣ ପୁଲିସ କର୍ମୀ ସ୍ୱେଚ୍ଛାକୃତ ଭାବେ ପ୍ଲାଜମା ଦେଇଥିବାରୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।

ସେହିପରି ରାଜ୍ୟରେ ମାଓବାଦୀ ସମସ୍ୟାରେ ଉଲ୍ଲେଖନୀୟ ସୁଧାର ଆସିଛି। ତେବେ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ଜାରି ରଖିବାକୁ ନବୀନ ପରାମର୍ଶ ଦେବା ସହ ମାଓବାଦୀ ମୁକାବିଲା ନିମନ୍ତେ କନ୍ଧମାଳ ଓ ମାଲକାନଗିରି ଏସପିଙ୍କ କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେହିପରି ଶିଳ୍ପ ପରିବେଶ ଠିକଠାକ୍ ରଖିଥିବାରୁ କେନ୍ଦୁଝର ଓ ଅନୁଗୁଳ ଏସପିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story