ସରକାରୀ ସ୍କୁଲରେ ନାହାନ୍ତି ଶିକ୍ଷକ, ପାଳି କରି ପଢ଼ାଉଛନ୍ତି ୬ ଯୁବକ ଯୁବତୀ

ଆଠଗଡ଼(ନୀଳକଣ୍ଠ ଦୋରା): ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ। ଅଧିକାଂଶ ସ୍କୁଲରେ ଶ୍ରେଣୀ ଗୃହର ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇଛି। ହେଲେ ଏହି ଦୁଃଖଦ ସ୍ଥିତିରେ କିଛି ଯୁବପିଢ଼ି ସ୍ୱଇଚ୍ଛାରେ ସ୍କୁଲ ପିଲାଙ୍କୁ ପାଳିକରି ପାଠପଢ଼ାଇବାର ଉତ୍ତର ଦାୟିତ୍ୱ ନେବା ଉଦାହରଣ ହୋଇ ଠିଆ ହୋଇଛି। ଆଠଗଡ଼ ବ୍ଲକ ନୂଆଶାସନ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଘଟଣା ନଜର ଆସିଛି। ଏଠାରେ ପ୍ରଥମରୁ ୭ମ ଶ୍ରେଣୀ ପିଲାମାନଙ୍କୁ ପାଠପଢ଼ିବା […]

student-3

student-3

Niranjan Mishra
  • Published: Tuesday, 09 August 2022
  • Updated: 09 August 2022, 09:47 PM IST

Sports

Latest News

ଆଠଗଡ଼(ନୀଳକଣ୍ଠ ଦୋରା): ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ରସାତଳଗାମୀ। ଅଧିକାଂଶ ସ୍କୁଲରେ ଶ୍ରେଣୀ ଗୃହର ଅଭାବ ସାଙ୍ଗକୁ ଶିକ୍ଷକ ଅଭାବ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇଛି। ହେଲେ ଏହି ଦୁଃଖଦ ସ୍ଥିତିରେ କିଛି ଯୁବପିଢ଼ି ସ୍ୱଇଚ୍ଛାରେ ସ୍କୁଲ ପିଲାଙ୍କୁ ପାଳିକରି ପାଠପଢ଼ାଇବାର ଉତ୍ତର ଦାୟିତ୍ୱ ନେବା ଉଦାହରଣ ହୋଇ ଠିଆ ହୋଇଛି। ଆଠଗଡ଼ ବ୍ଲକ ନୂଆଶାସନ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଏଭଳି ଘଟଣା ନଜର ଆସିଛି। ଏଠାରେ ପ୍ରଥମରୁ ୭ମ ଶ୍ରେଣୀ ପିଲାମାନଙ୍କୁ ପାଠପଢ଼ିବା ନିମନ୍ତେ ରହିଛି ମାତ୍ର ୩ଟି ଶ୍ରେଣୀ କକ୍ଷ। ପାଠପଢ଼ାଇବାକୁ ଅଛନ୍ତି ମାତ୍ର ୩ ଶିକ୍ଷକ। ତେଣୁ ପିଲାମାନେ ପାଠପଢ଼ାରେ ନାହିଁ ନ ଥିବା ହଇରାଣ ହେଉଛନ୍ତି।

୧୯୫୨ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୧୦୨। ୧୯୯୯ ମସିହା ବାତ୍ୟା ସମୟରୁ ଅନେକ ସ୍କୁଲଗୃହ ଭାଙ୍ଗି ପଡ଼ିଥିଲେ ହେଁ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ଏହାର ମରାମତି ନିମନ୍ତେ ଦୃଷ୍ଟି ଦେଉନାହାନ୍ତି। ତେଣୁ ସୁରକ୍ଷିତ ଥିବା ୨ଟି ଗୃହରେ ଦୁଇଟି ଲେଖାଏଁ ଶ୍ରେଣୀର ପାଠପଢ଼ା ହେଉଥିବା ବେଳେ ଅନ୍ୟ ଗୋଟିଏ ଗୃହରେ ୩ଟି ଶ୍ରେଣୀର ପାଠପଢ଼ା ଚାଲୁଛି। ଅସୁବିଧା ହେଲେ ପିଲାମାନଙ୍କ ପାଠପଢ଼ା ସ୍କୁଲ ବାରଣ୍ଡାରେ ମଧ୍ୟ ଚାଲୁଛି। ପାଠପଢ଼ାଇବା ବେଳେ ଶିକ୍ଷକ ଓ ଛାତ୍ରଛାତ୍ରୀ ଉଭୟ ହଇରାଣ ହେଉଛନ୍ତି।

ତେବେ ସରକାରୀ ଏହି ଅବହେଳା ଆଗରେ ଉଦାହରଣ ହୋଇ ଠିଆ ହୋଇଛନ୍ତି ଏହି ସ୍କୁଲରେ ପାଠପଢ଼ି ଉଚ୍ଚଶିକ୍ଷିତ ହୋଇଥିବା ସ୍ଥାନୀୟ ଯୁବକ ଯୁବତୀମାନେ। ଶିକ୍ଷକ ଅଭାବୀ ପୂରଣ କରିବା ନିମନ୍ତେ ତଥା ପିଲାଙ୍କୁ ପାଠପଢ଼ାଇବା ନିମନ୍ତେ ୬ ଜଣ ଯୁବକ ଯୁବତୀ ଏବେ ବିନା କୌଣସି ପ୍ରାପ୍ୟରେ ଶିକ୍ଷକ ଭାର ତୁଲାଉ ଛନ୍ତି। ସେମାନଙ୍କ କହିବା କଥା, ଯେଉଁ ପର୍ଯ୍ୟନ୍ତ ସରକାର ଏଠାରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏଠାରେ ପାଠପଢ଼ାଇବେ।

[caption id="attachment_756256" align="aligncenter" width="650"] ଆଜବେଷ୍ଟସ୍ ଭାଙ୍ଗି ଯାଇଥିବାରୁ ଶ୍ରେଣୀ ଗୃହରେ ପାଣି ଗଳୁଛି।[/caption]

ସ୍ଥାନୀୟ ଅଞ୍ଚଳର ଯୁବପିଢ଼ିଙ୍କ ଏହି ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପ୍ରାଥମିକ ଶିକ୍ଷା ପ୍ରତି ସରକାରଙ୍କ ଦାୟିତ୍ୱହୀନ ମନଭାବ ସମାଲୋଚନାର ବିଷୟ ହୋଇଛି। ଦୀର୍ଘଦିନ ଧରି ସ୍କୁଲର ଭାଙ୍ଗି ପଡ଼ିଥିବା ଶ୍ରେଣୀଗୃହର ମରାମତି କିମ୍ବା ଉନ୍ନତିକରଣ କରିବା ନିମନ୍ତେ ସ୍ଥାନୀୟ ଲୋକଙ୍କ ଦାବି ପ୍ରତି ପ୍ରଶାସନ ଧ୍ୟାନ ଦେଉନି।

ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସୁବର୍ଣ୍ଣ ମଞ୍ଜରୀ ଦାଶ କହିଛନ୍ତି, ପାଠପଢ଼ା ନିମନ୍ତେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ଛାତ୍ରଛାତ୍ରୀମାନଙ୍କୁ ଅସୁବିଧା ହେଉଛି। ଆବଶ୍ୟକ ଶିକ୍ଷକ ନ ଥିବାରୁ ସ୍କୁଲ ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ସ୍ଥାନୀୟ ଅଞ୍ଚଳର କିଛି ଉଚ୍ଚଶିକ୍ଷିତ ପିଲା ପାଠପଢ଼ାଇବାକୁ ଆସୁଛନ୍ତି। ସରକାର ନୂଆ ଶ୍ରେଣୀଗୃହ ନିର୍ମାଣ କିମ୍ବା ପୁରୁଣା ଶ୍ରେଣୀଗୃହ ମରାମତି କରିଦେଲେ ପାଠପଢ଼ାରେ ବେଶ ସୁବିଧା ହୁଅନ୍ତା।

ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ପ୍ରିୟମ୍ପଦା ସାହୁ କହିଛନ୍ତି, ଶ୍ରେଣୀଗୃହ ନ ଥିବାରୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି। ତେଣୁ ସରକାର ତୁରନ୍ତ ଏଠାରେ ସମସ୍ତ ୭ଟି ଶ୍ରେଣୀର ପାଠପଢ଼ା ନିମନ୍ତେ ୭ଟି ଗୃହର ବ୍ୟବସ୍ଥା କରନ୍ତୁ।

ବିଦ୍ୟାଳୟ କମିଟି ସଭାପତି ଦୀପକ ସାହୁ କହିଛନ୍ତି, ଏହି ବିଦ୍ୟାଳୟରେ ଶ୍ରେଣୀ ଗୃହ ସମସ୍ୟା ସାଙ୍ଗକୁ ଶିକ୍ଷକ ଅଭାବ ସମସ୍ୟା ଲାଗି ରହିଛି। ସ୍ଥାୟୀ ଭାବେ ୩ ଜଣ ଶିକ୍ଷକ ନିଯୁକ୍ତ ଥିଲେ ହେଁ ଜଣେ ଶିକ୍ଷକ ଅଧିକାଂଶ ସମୟ ସରକାରୀ କାମକାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି। ତେଣୁ ୨ ଜଣ ଶିକ୍ଷକରେ ପାଠ ପଢ଼ାଉଛନ୍ତି। ଶିକ୍ଷକ ଅଭାବ ପୂରଣ ପାଇଁ ବିଦ୍ୟାଳୟ କମିଟି ବାରମ୍ବାର ସରକାରଙ୍କ ନିକଟରେ ଦାବି କରିଥିଲେ ହେଁ ତାହା ପୂରଣ ହେଉନି। ଗ୍ରାମର କିଛି ଶିକ୍ଷିତ ଯୁବକଯୁବତୀ ଏବେ ଶିକ୍ଷକ ଅଭାବ ଦୂର କରିବା ନିମନ୍ତେ ପାଠପଢ଼ାଇବାକୁ ସ୍ୱଇଚ୍ଛାରେ ଆସୁଛନ୍ତି। ସରକାର ତୁରନ୍ତ ଏହି ସ୍କୁଲ ପ୍ରତି ଦୃଷ୍ଟି ଦେବା ଜରୁରୀ।

[caption id="attachment_756255" align="aligncenter" width="650"] ଭାଙ୍ଗି ପଡ଼ିଥିବା ସ୍କୁଲର ଶ୍ରେଣୀ ଗୃହ।[/caption]

ସ୍କୁଲରେ ପିଲାଙ୍କୁ ପାଠପଢ଼ାଇବାକୁ ସ୍ୱଇଚ୍ଛାରେ ଆସୁଥିବା ସସ୍ମିତା ସାହୁ କହିଛନ୍ତି, ଏହି ସ୍କୁଲରୁ ପାଠପଢ଼ି ପାସ୍ କରିବା ପରେ ସିଟି କରିଥିଲେ। ଏବେ ସେ ଯୁକ୍ତ ୩ରେ ପଢ଼ୁଛନ୍ତି। ଏବେ ଏହି ସ୍କୁଲରେ ଶିକ୍ଷକ ଅଭାବ ଥିବା ଜାଣିବା ପରେ ସେ ନିଜ ଇଚ୍ଛାରେ ନିଜ ସ୍କୁଲର ପିଲାମାନଙ୍କୁ ପାଠପଢ଼ାଇବାକୁ ଆସୁଛନ୍ତି। ଏହା ତାଙ୍କୁ ଖୁବ୍ ଖୁସୀ ଦେଉଛି। ସରକାର ୬ ବର୍ଷ ହେବ ସିଟି ପିଲାଙ୍କୁ କୌଣସି ଶିକ୍ଷକ ପଦବୀରେ ନିଯୁକ୍ତି ବ୍ୟବସ୍ଥା କରୁନାହାନ୍ତି। ତେଣୁ ଏହି ପାଠପଢ଼ାକୁ ନିଜ ମାଟିର ଉନ୍ନତି ନିମନ୍ତେ ଲଗାଇବା ନିମନ୍ତେ ସ୍ୱଇଚ୍ଛାରେ ପାଠପଢ଼ାଇବାକୁ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story