‘କାଲିଠାରୁ ରାଜଧାନୀରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା, ପଞ୍ଜୀକରଣ ବାଧ୍ୟତାମୂଳକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଓଡ଼ିଶା ସମେତ ଭାରତରେ କେତେକ ରାଜ୍ୟରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏହି ବର୍ଗର ବ୍ୟକ୍ତି କେମିତି ନେବେ କରୋନା ଟିକା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ BMC କମିଶନର ପ୍ରମଚନ୍ଦ୍ର ଚୌଧୁରୀ କହିଲେ-“ସୋମବାରଠାରୁ ବିଏମ୍‌ସି ଅଞ୍ଚଳରେ […]

premchand-choudhary

premchand-choudhary

Manoranjan Sial
  • Published: Saturday, 01 May 2021
  • Updated: 01 May 2021, 06:37 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ଓଡ଼ିଶା ସମେତ ଭାରତରେ କେତେକ ରାଜ୍ୟରେ ୧୮ରୁ ୪୪ ବର୍ଷର ଲୋକଙ୍କୁ ଟିକାକରଣ ଆରମ୍ଭ ହୋଇଛି। ତେବେ ରାଜଧାନୀ ଭୁବନେଶ୍ୱରରେ ଏହି ବର୍ଗର ବ୍ୟକ୍ତି କେମିତି ନେବେ କରୋନା ଟିକା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସ୍ପଷ୍ଟ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

୧୮ରୁ ୪୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ BMC କମିଶନର ପ୍ରମଚନ୍ଦ୍ର ଚୌଧୁରୀ କହିଲେ-“ସୋମବାରଠାରୁ ବିଏମ୍‌ସି ଅଞ୍ଚଳରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକାକରଣ ହେବ। ସେଥିପାଇଁ ଆଜି ସଂଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। କୋ-ଓ୍ୱିନ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ଅନୁରୋଧ। ଟିକାକରଣ କେନ୍ଦ୍ରକୁ ନ ଆସି ପଞ୍ଜୀକରଣ କରିବାକୁ ଅନୁରୋଧ। ବିନା ପଞ୍ଜୀକରଣରେ ଟିକା ଦିଆଯିବନି। ଭୁବନେଶ୍ୱର ମହାନଗର ଅଞ୍ଚଳରେ ଭ୍ୟାକସିନ୍‌ ଅଭାବ ନାହିଁ।”

ଭୁବନେଶ୍ୱରରେ ବେଡ୍‌ର ଅଭାବ ନାହିଁ

ଭୁବନେଶ୍ୱରରେ କରୋନା ସ୍ଥିତି ନେଇ କମିଶନର କହିଛନ୍ତି-“ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୭୫୮୮ ଆକ୍ଟିଭ କେସ ରହିଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ BMCରେ ବେଡ୍‌ର ଅଭାବ ନାହିଁ। ବର୍ତ୍ତମାନ ସୁଦ୍ଧା ୩୫୫୩ଟି ବେଡ୍‌ ଉପଲବ୍ଧ ରହିଛି। ଉପଲବ୍ଧ ବେଡ୍‌ ମଧ୍ୟରୁ ୫୩୧ଟି ICU ବେଡ୍‌ ରହିଛି। ICU ବେଡ୍‌ରେ ୯୫ ପ୍ରତିଶତରେ ରୋଗୀଙ୍କ ଚିକିତ୍ସା ଚାଲିଛି। ୫୩୬ଟି HDU ବେଡ୍‌ ମଧ୍ୟରୁ ୫୦ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଅଛନ୍ତି।”

ସେ ଆହୁରି କହିଛନ୍ତି-“ବିଏମ୍‌ସି ଅଧୀନରେ ସାଧାରଣ ବେଡ୍‌ ସଂଖ୍ୟା ୨୧୮୬ ରହିଛି। ସାଧାରଣ ବେଡ୍‌ ୫୦ ପ୍ରତିଶତ ଖାଲି ପଡ଼ିଛି। ଭୁବନେଶ୍ୱରର ୮୫% ଆକ୍ରାନ୍ତ ଘରେ ଆଇସୋଲେସନ୍‌ରେ ଅଛନ୍ତି। ପ୍ରତି ଓ୍ୱାର୍ଡର RRT ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି। ପ୍ରତି ଓ୍ୱାର୍ଡର RRT ଆଇସୋଲେସନରେ ଥିବା ଆକ୍ରାନ୍ତଙ୍କୁ ନଜର ରଖିଛନ୍ତି।”

ଭୁବନେଶ୍ୱବାସୀଙ୍କୁ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଲେ- ଲକ୍ଷଣ ଦେଖାଇଲେ ଟେଷ୍ଟ କରାଇବାକୁ ଆସନ୍ତୁ। ଲକ୍ଷଣ ଥିବା ଲୋକ ଟେଷ୍ଟ ନ କରାଇ ବାରମ୍ବାର ଫୋନ କରୁଛନ୍ତି। ବିଏମ୍‌ସିର ହେଲ୍‌ପ ଲାଇନ୍‌ ନମ୍ବରକୁ ବାରମ୍ବାର ଫୋନ କରୁଛନ୍ତି। ତେଣୁ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରାନ୍ତୁ। ରାଜଧାନୀରେ ୧୧ଟି ଘରୋଇ କୋଭିଡ୍‌ ଟେଷ୍ଟ ଲାବୋରେଟାରୀ ଅଛି। ୨୪ଟି CHC/PHCରେ ମଧ୍ୟ କୋଭିଡ୍‌ ଟେଷ୍ଟ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story