ଫସର ଫାଟିଲା ଗଣେଶ ପୂଜା

ହୋଇପାରିଲା ନାହିଁ ପୂଜା। ଏନେଇ ୧୪୪ ଧାରା ଜାରିକଲା ଜିଲ୍ଲା ପ୍ରଶାସନ। ଗଣେଶ ମଣ୍ଡପକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡପିଟ୍ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଗଲା।