୨୪ ବର୍ଷ ହେଲାଣି ଓଡ଼ିଶାରେ ଲୁଚିଥିଲା

ଦୀର୍ଘ ୨୪ ବର୍ଷ ପରେ ଧରାପଡିଲା ହତ୍ୟା ଅଭିଯୁକ୍ତ । ସୁରତରେ ଘଟିଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତ ଓଡିଶାରୁ ଗିରଫ । ୧୯୯୮ରେ ଘଟିଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲଖନ ଦିନବନ୍ଧୁ ବେହେରାକୁ ସୁରଟର ଏସ୍ଓଜି ଟିମ୍ ଗଞ୍ଜାମ ଜିଲ୍ଲା ସୋରଡାରୁ ଗିରଫ କରିଛି ପୋଲିସ ।