ଷ୍ଟାର ହୋଟେଲରେ ଚାଲିଥିଲା ବଡ଼ଧରଣର ଡିଲ

ପ୍ରଥମେ ସମ୍ପର୍କ ଯୋଡ଼ ପରେ ଅନ୍ତରଙ୍ଗ ହୁଅ। ଦୁର୍ବଳ ମୁହୂର୍ତ୍ତର ଭିଡିଓ ହେବ, ଏହା ପରେ ଥାନାରେ ଏଫଆଇଆର ହେବ, ତାପରେ ଡିଲ ହେବ, ହୋଟେଲରେ ମଧ୍ୟସ୍ଥତା ହେବ। ଏମିତି କିଛି କ୍ରାଇମ ସିଣ୍ଡିକେଟ ଚଳାଇଥିଲା ରହସ୍ୟମୟୀ। କେଉଁଠି ନିଜେ ଯାଇ ଡିଲ କରୁଥିଲେ ତ କେଉଁଠି ନିଜ ବିଶ୍ୱସ୍ତ ସହଯୋଗୀଙ୍କୁ ପଠାଉଥିଲେ।

hotel deal

Debendra Prusty
  • Published: Monday, 10 October 2022
  • , Updated: 10 October 2022, 10:45 AM IST

ପ୍ରଥମେ ସମ୍ପର୍କ ଯୋଡ଼ ପରେ ଅନ୍ତରଙ୍ଗ ହୁଅ। ଦୁର୍ବଳ ମୁହୂର୍ତ୍ତର ଭିଡିଓ ହେବ, ଏହା ପରେ ଥାନାରେ ଏଫଆଇଆର ହେବ, ତାପରେ ଡିଲ ହେବ, ହୋଟେଲରେ ମଧ୍ୟସ୍ଥତା ହେବ। ଏମିତି କିଛି କ୍ରାଇମ ସିଣ୍ଡିକେଟ ଚଳାଇଥିଲା ରହସ୍ୟମୟୀ। କେଉଁଠି ନିଜେ ଯାଇ ଡିଲ କରୁଥିଲେ ତ କେଉଁଠି ନିଜ ବିଶ୍ୱସ୍ତ ସହଯୋଗୀଙ୍କୁ ପଠାଉଥିଲେ।

https://youtu.be/25hK1QyZtuY

Related story