ନେତା କଣ ଭଗବାନ?

ଆଜିକାଲି ଅନେକ ନେତାଙ୍କୁ ଭଗବାନ ଭାବେ ଉପସ୍ଥାପନ କରାଯାଉଛି। ସେମାନଙ୍କର ଭକ୍ତ ଓ ପ୍ରଶଂସକମାନଙ୍କ ପାଇଁ ନେତାମାନେ ଭଗବାନଙ୍କଠାରୁ ବି ବଡ଼। ଏଭଳି ଚିନ୍ତାଧାରା ଗଣତନ୍ତ୍ର ପାଇଁ ଭଲ କି ଭେଲ, ବିଚାର କରିବାର ବେଳ ଆସିଛି।

godbhai

godbhai

Debendra Prusty
  • Published: Friday, 25 November 2022
  • Updated: 25 November 2022, 10:41 AM IST

Sports

Latest News

ଆଜିକାଲି ଅନେକ ନେତାଙ୍କୁ ଭଗବାନ ଭାବେ ଉପସ୍ଥାପନ କରାଯାଉଛି। ସେମାନଙ୍କର ଭକ୍ତ ଓ ପ୍ରଶଂସକମାନଙ୍କ ପାଇଁ ନେତାମାନେ ଭଗବାନଙ୍କଠାରୁ ବି ବଡ଼। ଏଭଳି ଚିନ୍ତାଧାରା ଗଣତନ୍ତ୍ର ପାଇଁ ଭଲ କି ଭେଲ, ବିଚାର କରିବାର ବେଳ ଆସିଛି।

https://youtu.be/PNehCA9Xfjw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos