ଭିକାରୀକୁ ସରକାରୀ ଚାକିରୀ

ଦିନେ ତାଙ୍କ ଅବସ୍ଥା ଥିଲା କିଛି ଏପରି। ରାସ୍ତାରେ ବୁଲିବୁଲି ଭିକ ମାଗିବା ଥିଲା ତାଙ୍କ ନୀତିଦିନର କାମ। କିନ୍ତୁ ଆଜି ସେ ଏକ ସମ୍ମାନଜନକ ପଦବୀର ଅଧିକାରୀ। ବୁଲି ବୁଲି ଶାଢ଼ୀ ବିକ୍ରି କରିବା ପରେ ବି ଯେତେବେଳେ ପେଟ ଆପୋଷା ରହିଲା ଶେଷରେ ସେ ଭିକ୍ଷାବୃତ୍ତି ଆପଣେଇଥିଲେ। କିନ୍ତୁ ସେଇ ଭିକାରି ଜଣକ ଆଜି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି।

bhikari

bhikari

Debendra Prusty
  • Published: Saturday, 25 June 2022
  • Updated: 25 June 2022, 05:11 PM IST

Sports

Latest News

ଦିନେ ତାଙ୍କ ଅବସ୍ଥା ଥିଲା କିଛି ଏପରି। ରାସ୍ତାରେ ବୁଲିବୁଲି ଭିକ ମାଗିବା ଥିଲା ତାଙ୍କ ନୀତିଦିନର କାମ। କିନ୍ତୁ ଆଜି ସେ ଏକ ସମ୍ମାନଜନକ ପଦବୀର ଅଧିକାରୀ। ବୁଲି ବୁଲି ଶାଢ଼ୀ ବିକ୍ରି କରିବା ପରେ ବି ଯେତେବେଳେ ପେଟ ଆପୋଷା ରହିଲା ଶେଷରେ ସେ ଭିକ୍ଷାବୃତ୍ତି ଆପଣେଇଥିଲେ। କିନ୍ତୁ ସେଇ ଭିକାରି ଜଣକ ଆଜି ପିଲାଙ୍କ ଭବିଷ୍ୟତ ଗଢୁଛନ୍ତି।

https://youtu.be/1VbsgaVma5w

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos