୨୪ ପାଇଁ ଦରକାର ପଦ୍ମପୁର ସାର୍ଟିଫିକେଟ୍!

<p>୨୪ରେ ବିଜେଡି ଟିକେଟ୍ ପାଇଁ ଦରକାର ପଦ୍ମପୁର ସାର୍ଟିଫିକେଟ୍। ଯାହାର ପଦ୍ମପୁରରେ କାର୍ଯ୍ୟଦକ୍ଷତା ଭଲ ରହିବ ସେ ହେବ ଟିକେଟର ହକଦାର! ଖରାପ ପ୍ରଦର୍ଶନ ହେଲେ ଟିକେଟ୍ ଆଶା ମଉଳିଯାଇପାରେ! ବିଜେଡି ନେତାଙ୍କୁ କୁଆଡ଼େ ଦିଆଯାଇଛି ଏହିପରି ଭୋଟ୍&zwnj; ଟାର୍ଗେଟ୍! ମୈଦାନରେ ଟିକେଟ୍ ଆଶାୟୀଙ୍କ ସହ ବିଧାୟକ ଓ ସାଂସଦମାନେ ଲଗାଇ ଦେଇଛନ୍ତି ଜି ଜାନ୍।</p>

Ordigital Desk
  • Published: Monday, 21 November 2022
  • Updated: 21 November 2022, 10:45 AM IST

Sports

Latest News

<p>୨୪ରେ ବିଜେଡି ଟିକେଟ୍ ପାଇଁ ଦରକାର ପଦ୍ମପୁର ସାର୍ଟିଫିକେଟ୍। ଯାହାର ପଦ୍ମପୁରରେ କାର୍ଯ୍ୟଦକ୍ଷତା ଭଲ ରହିବ ସେ ହେବ ଟିକେଟର ହକଦାର! ଖରାପ ପ୍ରଦର୍ଶନ ହେଲେ ଟିକେଟ୍ ଆଶା ମଉଳିଯାଇପାରେ! ବିଜେଡି ନେତାଙ୍କୁ କୁଆଡ଼େ ଦିଆଯାଇଛି ଏହିପରି ଭୋଟ୍&zwnj; ଟାର୍ଗେଟ୍! ମୈଦାନରେ ଟିକେଟ୍ ଆଶାୟୀଙ୍କ ସହ ବିଧାୟକ ଓ ସାଂସଦମାନେ ଲଗାଇ ଦେଇଛନ୍ତି ଜି ଜାନ୍।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos