୨୪ ପାଇଁ ଦରକାର ପଦ୍ମପୁର ସାର୍ଟିଫିକେଟ୍!

୨୪ରେ ବିଜେଡି ଟିକେଟ୍ ପାଇଁ ଦରକାର ପଦ୍ମପୁର ସାର୍ଟିଫିକେଟ୍। ଯାହାର ପଦ୍ମପୁରରେ କାର୍ଯ୍ୟଦକ୍ଷତା ଭଲ ରହିବ ସେ ହେବ ଟିକେଟର ହକଦାର! ଖରାପ ପ୍ରଦର୍ଶନ ହେଲେ ଟିକେଟ୍ ଆଶା ମଉଳିଯାଇପାରେ! ବିଜେଡି ନେତାଙ୍କୁ କୁଆଡ଼େ ଦିଆଯାଇଛି ଏହିପରି ଭୋଟ୍‌ ଟାର୍ଗେଟ୍! ମୈଦାନରେ ଟିକେଟ୍ ଆଶାୟୀଙ୍କ ସହ ବିଧାୟକ ଓ ସାଂସଦମାନେ ଲଗାଇ ଦେଇଛନ୍ତି ଜି ଜାନ୍।