ଆସିଲେ, ଦଳି ଚକଟି ଚାଲିଗଲେ

ମାଳ ମାଳ ହୋଇ ମାଡ଼ି ଆସିଲେ। ଯୁଆଡ଼େ ପାରିଲେ ସିଆଡ଼େ ଚଢ଼ିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଇଁ ଲୋକ ତ ଲୋକ ବିଚରା ଗଛ ଗୁଡ଼ା ବି କଷ୍ଟ ପାଇଲେ। ଏୟାରପୋର୍ଟରେ ଥିବା ବିଜୁ ବାବୁଙ୍କ ଷ୍ଟାଚ୍ୟୁ ଟାରିପଟେ ଲାଗିଥିବା ଶୋ ଗଛ ଗୁଡ଼ିକର ଅବସ୍ଥା ଦେଖିଲେ ଆପଣ ବି କହିବେ, ଓଃ କି ଦୋଷ କରିଥିଲେ ଏମାନେ?

bjd

Debendra Prusty
  • Published: Thursday, 08 September 2022
  • , Updated: 08 September 2022, 11:00 AM IST

ମାଳ ମାଳ ହୋଇ ମାଡ଼ି ଆସିଲେ। ଯୁଆଡ଼େ ପାରିଲେ ସିଆଡ଼େ ଚଢ଼ିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ଉତ୍ସବ ପାଇଁ ଲୋକ ତ ଲୋକ ବିଚରା ଗଛ ଗୁଡ଼ା ବି କଷ୍ଟ ପାଇଲେ। ଏୟାରପୋର୍ଟରେ ଥିବା ବିଜୁ ବାବୁଙ୍କ ଷ୍ଟାଚ୍ୟୁ ଟାରିପଟେ ଲାଗିଥିବା ଶୋ ଗଛ ଗୁଡ଼ିକର ଅବସ୍ଥା ଦେଖିଲେ ଆପଣ ବି କହିବେ, ଓଃ କି ଦୋଷ କରିଥିଲେ ଏମାନେ?

https://youtu.be/R0xQJKImueE

Related story