କିଶୋରଙ୍କୁ ଛାଡ଼ିବନି ବିଏମସି

ଗତକାଲି କିଶୋର ହୋଟେଲରେ ରେଡ୍‌ କରିଥିଲୁ। ଫୁଡ କଲର ଏବଂ ବାସି କଙ୍କଡ଼ା ଯୋଗୁ ତାଙ୍କର ଫୁଡ ରେଜିଷ୍ଟ୍ରେସନକୁ କ୍ୟାନସଲ କରିଥିଲୁ। କିନ୍ତୁ ଆଜି ପୁଣି ହୋଟେଲ ଖୋଲିବା ବେଆଇନ। ଏନେଇ ପୁଣି ରେଡ କରିବୁ ବୋଲି କହିଛନ୍ତି ସିଟି ସ୍ୱାସ୍ଥ୍ୟ ଅଧିକାରୀ।