୩୦ ଫୁଟ ଉପରକୁ ଉଠିଲା କାର୍‌

ଭୁବନେଶ୍ୱର ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଆଶ୍ଚର୍ଯ୍ୟଜନକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତ ଗତିରେ କାର୍‌ଟିଏ ଆସି ବିଳମ୍ବିତ ରାତିରେ ଡିଭାଇଡ଼ରରେ ପିଟି ହୋଇ ୩୦ ଫୁଟ୍ ଉପରକୁ ଉଠିଯାଇ ଗଛରେ ପିଟି ହୋଇଥିଲା। ଗଛରୁ ଖସି ପାଚେରୀ ଭାଙ୍ଗି ଏୟାରପୋର୍ଟ ପରିସରକୁ ପଶି ଯାଇଥିଲା। ହେଲେ କାରରେ ଥିବା ୪ ଜଣ ଯାକ ବଞ୍ଚିଯାଇଛନ୍ତି। ସେମାନଙ୍କର ବିଶେଷ କିଛି ହୋଇନାହିଁ। ଦୁର୍ଘଟଣାର ସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

car

Debendra Prusty
  • Published: Wednesday, 14 September 2022
  • , Updated: 14 September 2022, 11:15 AM IST

ଭୁବନେଶ୍ୱର ଏୟାରପୋର୍ଟ୍ ପରିସରରେ ସିକ୍ୟୁରିଟି କେବିନ ନଂ ୧ ନିକଟରେ ଆଶ୍ଚର୍ଯ୍ୟଜନକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତ ଗତିରେ କାର୍‌ଟିଏ ଆସି ବିଳମ୍ବିତ ରାତିରେ ଡିଭାଇଡ଼ରରେ ପିଟି ହୋଇ ୩୦ ଫୁଟ୍ ଉପରକୁ ଉଠିଯାଇ ଗଛରେ ପିଟି ହୋଇଥିଲା। ଗଛରୁ ଖସି ପାଚେରୀ ଭାଙ୍ଗି ଏୟାରପୋର୍ଟ ପରିସରକୁ ପଶି ଯାଇଥିଲା। ହେଲେ କାରରେ ଥିବା ୪ ଜଣ ଯାକ ବଞ୍ଚିଯାଇଛନ୍ତି। ସେମାନଙ୍କର ବିଶେଷ କିଛି ହୋଇନାହିଁ। ଦୁର୍ଘଟଣାର ସ୍ଥିତି ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

https://youtu.be/ci_AngBHZXc

Related story