ମୁଢ଼ି ହେବ ମହଙ୍ଗା

ମୁଢ଼ି ଉପରେ ମହଙ୍ଗା ମାଡ଼। ୫ ପ୍ରତିଶତ ଲାଗିବ ଜିଏସଟି। ମୁଢ଼ି ମାଂସ ତ ଦୂରର କଥା ମୁଢ଼ି ଚା’ ଖାଇଲେ ବି ବାଧିବ। ପ୍ୟାକିଂ କରି ବିକିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ମୁଢ଼ି ସହ ଚୁଡା, ଖଇ ଲିଆ ବି ହେବ ମହଙ୍ଗା।

mudi

Debendra Prusty
  • Published: Monday, 18 July 2022
  • , Updated: 18 July 2022, 10:13 AM IST

ମୁଢ଼ି ଉପରେ ମହଙ୍ଗା ମାଡ଼। ୫ ପ୍ରତିଶତ ଲାଗିବ ଜିଏସଟି। ମୁଢ଼ି ମାଂସ ତ ଦୂରର କଥା ମୁଢ଼ି ଚା’ ଖାଇଲେ ବି ବାଧିବ। ପ୍ୟାକିଂ କରି ବିକିଲେ ଦେବାକୁ ପଡ଼ିବ ଅଧିକ ଟଙ୍କା। ମୁଢ଼ି ସହ ଚୁଡା, ଖଇ ଲିଆ ବି ହେବ ମହଙ୍ଗା।

https://youtu.be/p7cuCCxNq9Y

Related story