ପାନ ଗୁଆ ଖଇର ଗୁଆକାତି, ଆହା କି ସୁନ୍ଦର ରାଜନୀତି!

ଭୋଟରଙ୍କ ବିଶ୍ୱାସରେ ବିଷ ମିଶାଇଲେ କାଉସିଲର! ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଲେ, ବର୍ଷ ନପୂରୁଣୁ ବିଜେଡିରେ ମିଶିଗଲେ। ଚାଲିଛି ଶୀତଳ ଯୁଦ୍ଧ, ଭୋଟର ବନାମ ଜନପ୍ରତିନିଧି। ଏବେ ଅଞ୍ଚଳବାସୀ କହୁଛନ୍ତି, ଟଙ୍କା ଲୋଭରେ ଆମକୁ ଲାତ ମାରିଦେଲେ କାଉନସିଲର।

councillor

Debendra Prusty
  • Published: Saturday, 24 September 2022
  • , Updated: 24 September 2022, 01:05 PM IST

ଭୋଟରଙ୍କ ବିଶ୍ୱାସରେ ବିଷ ମିଶାଇଲେ କାଉସିଲର! ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଲେ, ବର୍ଷ ନପୂରୁଣୁ ବିଜେଡିରେ ମିଶିଗଲେ। ଚାଲିଛି ଶୀତଳ ଯୁଦ୍ଧ, ଭୋଟର ବନାମ ଜନପ୍ରତିନିଧି। ଏବେ ଅଞ୍ଚଳବାସୀ କହୁଛନ୍ତି, ଟଙ୍କା ଲୋଭରେ ଆମକୁ ଲାତ ମାରିଦେଲେ କାଉନସିଲର।

https://youtu.be/I9P3AWqtpnY

Related story