ରକ୍ତପିଶାଚ ସାଜିଥିଲା ଅଟୋ ଡ୍ରାଇଭର

ରାସ୍ତାରେ ଅଟୋ ରଖିଲା। ସାଇଡ କରିବାକୁ କହିବାରୁ ଗାଳି ଦେଲା। ମୁଣ୍ଡକୁ ରାଗ ଚଢିବାରୁ ପିଟିକି ଲହୁଲୁହାଣ କରିଦେଲା। ନିମିଷକରେ ଚିହିଁକି ଉଠୁଥିବା ଅଟୋ ଡ୍ରାଇଭରଙ୍କ ମାଡ଼ରେ ଆଜି ଲହୁଲୁହାଣ ହୋଇଛନ୍ତି ଜଣେ ନିରୀହ ହାଇୱା ହେଲ୍ପର।

auto driver

Debendra Prusty
  • Published: Monday, 01 August 2022
  • , Updated: 01 August 2022, 11:50 AM IST

ରାସ୍ତାରେ ଅଟୋ ରଖିଲା। ସାଇଡ କରିବାକୁ କହିବାରୁ ଗାଳି ଦେଲା। ମୁଣ୍ଡକୁ ରାଗ ଚଢିବାରୁ ପିଟିକି ଲହୁଲୁହାଣ କରିଦେଲା। ନିମିଷକରେ ଚିହିଁକି ଉଠୁଥିବା ଅଟୋ ଡ୍ରାଇଭରଙ୍କ ମାଡ଼ରେ ଆଜି ଲହୁଲୁହାଣ ହୋଇଛନ୍ତି ଜଣେ ନିରୀହ ହାଇୱା ହେଲ୍ପର।

https://youtu.be/aRPzpU2BQs0

Related story