ମିନାକ୍ଷୀଙ୍କୁ ବିଜେଡି ବଞ୍ଚାଇଦେଲା!

ଶାସକ ଦଳରେ ଥାଇ ମଧ୍ୟ ନ୍ୟାୟ ନମିଳିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ତା ପୁଣି ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ। ଏକ ମାମଲାରେ ପୁଲିସ ମିନାକ୍ଷୀଙ୍କ ପୁଅକୁ ଗିରଫ କରିଥିବା ଘଟଣାରେ ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ନିଜ ଜୀବନକୁ ବାଜି ଲଗାଇଥିଲେ। ଏବେ ମୃତ ମିନାକ୍ଷୀଙ୍କୁ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

minakhi

Debendra Prusty
  • Published: Friday, 02 September 2022
  • , Updated: 02 September 2022, 05:30 PM IST

ଶାସକ ଦଳରେ ଥାଇ ମଧ୍ୟ ନ୍ୟାୟ ନମିଳିବାରୁ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ତା ପୁଣି ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ। ଏକ ମାମଲାରେ ପୁଲିସ ମିନାକ୍ଷୀଙ୍କ ପୁଅକୁ ଗିରଫ କରିଥିବା ଘଟଣାରେ ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ନିଜ ଜୀବନକୁ ବାଜି ଲଗାଇଥିଲେ। ଏବେ ମୃତ ମିନାକ୍ଷୀଙ୍କୁ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଗ୍ରହଣ କରାଯାଇଛି।

https://youtu.be/QH0LWfmlxDc

Related story