ପୁଅ ମିଳିଲା, କିନ୍ତୁ ଶବ ହୋଇ

୧୦ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ହେବ ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ କହୁଥିଲେ ମୁଁ ଶୀଘ୍ର ଘରକୁ ଫେରିଆସୁଛି। କିନ୍ତୁ ଠିକ ୭ଟା ବେଳକୁ ସୁଇଚ ଅଫ ହୋଇଥିଲା ଫୋନ। ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ। ଘରୁ ବାହାରି ଚାରିଆଡ଼େ ଖୋଜାଖୋଜି କରିଥିଲେ। ସେ ତ ମିଳିନଥିଲେ କିନ୍ତୁ ବଲାଙ୍ଗିର-ସମ୍ୱଲପୁର ଚେରୁପାଲି ବ୍ରିଜ୍‌ ଉପରୁ ମିଳିଥିଲା ତାଙ୍କ ବାଇକ୍‌ ଓ ହେଲମେ॥ ଆଉ ପ୍ରାୟ ୩ ଦିନ ପରେ ମିଳିଲା ତାଙ୍କ ମୃତଦେହ।

deadbody

Debendra Prusty
  • Published: Tuesday, 16 August 2022
  • , Updated: 16 August 2022, 10:43 AM IST

୧୦ ତାରିଖ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ହେବ ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ କହୁଥିଲେ ମୁଁ ଶୀଘ୍ର ଘରକୁ ଫେରିଆସୁଛି। କିନ୍ତୁ ଠିକ ୭ଟା ବେଳକୁ ସୁଇଚ ଅଫ ହୋଇଥିଲା ଫୋନ। ବ୍ୟସ୍ତ ହୋଇପଡ଼ିଥିଲେ ପରିବାର ଲୋକ। ଘରୁ ବାହାରି ଚାରିଆଡ଼େ ଖୋଜାଖୋଜି କରିଥିଲେ। ସେ ତ ମିଳିନଥିଲେ କିନ୍ତୁ ବଲାଙ୍ଗିର-ସମ୍ୱଲପୁର ଚେରୁପାଲି ବ୍ରିଜ୍‌ ଉପରୁ ମିଳିଥିଲା ତାଙ୍କ ବାଇକ୍‌ ଓ ହେଲମେ॥ ଆଉ ପ୍ରାୟ ୩ ଦିନ ପରେ ମିଳିଲା ତାଙ୍କ ମୃତଦେହ।

https://youtu.be/MAXBcUPI0bo

Related story