ଡ୍ରାଇଭର ମନରେ ଟିକେ ବି ଭୟ ନାହିଁ!

ଅଳ୍ପକେ ବର୍ତ୍ତିଗଲେ ସିନା କିନ୍ତୁ ଡ୍ରାଇଭରଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ନିଦ ଲାଗିବାରୁ ତଳକୁ ଖସି ପଡ଼ିଲା ବ୍ୟସ୍ତ ହେବାର କିଛି ନାହିଁ। ଛୋଟ ହେଉ କି ବଡ଼ ହେଉ ଦୁର୍ଘଟଣା ଘଟିଲେ ଜୀବନର ଭୟ ସମସ୍ତଙ୍କର ରହିଛି। ଭୋରରୁ ଆନ୍ଧ୍ରରୁ ଟାଟା ଯାଉଥିବା ମାଛ ବୋଝେଇ ଟ୍ରକ ଦୁର୍ଘଟଣା ଘଟିଲା।