ଟ୍ୱିଟରରେ ଇ-ସେବା ବାସ୍ତବରେ ଶୂନ

୩୦ ଦିନରେ ମିଳିବା କଥା ଲିଗାଲ ହେୟାର ସାର୍ଟିଫିକେଟ। ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ କେବଳ କାଗଜରେ। ରାଜସ୍ୱ ବିଭାଗରେ 5-T କେବଳ ଫମ୍ପା ଆବାଜ। ୭ ଦିନରେ ଜମି ପଟ୍ଟା ମିଳିବା ବି ଏକ ଫମ୍ପା ଆବାଜ। କେବଳ ଟ୍ୱିଟରରେ ଚାଲିଛି ଫମ୍ପା ପ୍ରଚାର।

e seva

Debendra Prusty
  • Published: Monday, 05 September 2022
  • , Updated: 05 September 2022, 03:25 PM IST

୩୦ ଦିନରେ ମିଳିବା କଥା ଲିଗାଲ ହେୟାର ସାର୍ଟିଫିକେଟ। ଓଡ଼ିଶା ଜନସେବା ଅଧିକାର ଆଇନ,୨୦୧୨ କେବଳ କାଗଜରେ। ରାଜସ୍ୱ ବିଭାଗରେ 5-T କେବଳ ଫମ୍ପା ଆବାଜ। ୭ ଦିନରେ ଜମି ପଟ୍ଟା ମିଳିବା ବି ଏକ ଫମ୍ପା ଆବାଜ। କେବଳ ଟ୍ୱିଟରରେ ଚାଲିଛି ଫମ୍ପା ପ୍ରଚାର।

https://youtu.be/Vv7ucBTN88g

Related story