ମୁଖ୍ୟମନ୍ତ୍ରୀଙ୍କ ଘରକୁ ପଶି ରାତି ସାରା ରହିଲେ ଯୁବକ

ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ମୁଖ୍ୟମନ୍ତ୍ରୀଙ୍କ ଘରକୁ ପଶିଲେ ଯୁବକ। ସାରା ରାତି ମୁଖ୍ୟମନ୍ତ୍ରୀଙ୍କ ଘରେ ରହିଲେ। ଏତେ ବଡ଼ ସୁରକ୍ଷା ବଳୟକୁ କେମିତି କଲେ ଭେଦ? ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି କେମିତି?

cm ghara

Debendra Prusty
  • Published: Tuesday, 05 July 2022
  • , Updated: 05 July 2022, 12:27 PM IST

ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ମୁଖ୍ୟମନ୍ତ୍ରୀଙ୍କ ଘରକୁ ପଶିଲେ ଯୁବକ। ସାରା ରାତି ମୁଖ୍ୟମନ୍ତ୍ରୀଙ୍କ ଘରେ ରହିଲେ। ଏତେ ବଡ଼ ସୁରକ୍ଷା ବଳୟକୁ କେମିତି କଲେ ଭେଦ? ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଏତେ ବଡ଼ ତ୍ରୁଟି କେମିତି?

https://youtu.be/84Isjvvz46I

Related story