‘ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରିଛନ୍ତି’

ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି। ପରିବାର ଲୋକେ ଆଣିଲେ ଏଭଳି ଅଭିଯୋଗ। ସୁବାସଙ୍କ ମା, ଭାଇ, ଭିଣୋଇ ଗଣମାଧ୍ୟମକୁ ମତ ଦେଇ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଅଭିଯୋଗ କରିଛନ୍ତି।