ଦେଢ କୋଟି ଟଙ୍କାରେ ଗଣେଶ

ଦେଢ କୋଟି ଟଙ୍କାରେ ସଜେଇ ହୋଇଛନ୍ତି ଗଣେଶ। ସଂପୂର୍ଣ୍ଣ ଗଣେଶ ମଣ୍ତପଟି ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟରେ ସଜା ଯାଇଛି। ୧ କୋଟି ୫୦ ଲକ୍ଷ ଟଙ୍କାରେ ଏହି ମଣ୍ତପକୁ ସଜା ଯାଇଛି। ଏଦୃଶ୍ୟ ହେଉଛି ତେଲେଙ୍ଗାନାର ୱାରଙ୍ଗଲ ଅଞ୍ଚଳର। ୱାରଙ୍ଗଲର ବିନାୟକ ଟ୍ରଷ୍ଟ ଭବନ ପକ୍ଷରୁ ଏଭଳି ମେଢ କରାଯାଇଛି।

ganesh tanka

ganesh tanka

Debendra Prusty
  • Published: Monday, 05 September 2022
  • Updated: 05 September 2022, 11:17 AM IST

Sports

Latest News

ଦେଢ କୋଟି ଟଙ୍କାରେ ସଜେଇ ହୋଇଛନ୍ତି ଗଣେଶ। ସଂପୂର୍ଣ୍ଣ ଗଣେଶ ମଣ୍ତପଟି ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟରେ ସଜା ଯାଇଛି। ୧ କୋଟି ୫୦ ଲକ୍ଷ ଟଙ୍କାରେ ଏହି ମଣ୍ତପକୁ ସଜା ଯାଇଛି। ଏଦୃଶ୍ୟ ହେଉଛି ତେଲେଙ୍ଗାନାର ୱାରଙ୍ଗଲ ଅଞ୍ଚଳର। ୱାରଙ୍ଗଲର ବିନାୟକ ଟ୍ରଷ୍ଟ ଭବନ ପକ୍ଷରୁ ଏଭଳି ମେଢ କରାଯାଇଛି।

https://youtu.be/n5M9Ox5zrSM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos