ଭେଟଘାଟ ପ୍ରବଳ, ନିବେଶ ଦୁର୍ବଳ

ଦୁବାଇ, ଦିଲ୍ଲୀ ପରେ ଏବେ ମୁମ୍ବାଇରୁ ଆଣିବେ ଶିଳ୍ପପତି। ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣ ୨୦୨୨କୁ ସରକାର କରିବେ ସଫଳ। ମୁମ୍ବାଇର ବଛା ବଛା ନିବେଶଙ୍କୁ ଭେଟିବେ ନବୀନ। ତେବେ, ଏମିତି ବାରମ୍ବାର ଗସ୍ତ ଓ ସମ୍ମିଳନୀ ସତ୍ତ୍ୱେ କେତେ ଆସିଛି ପୁଞ୍ଜି? କେତେ ଓଡ଼ିଆ ପାଇଛନ୍ତି ନିଯୁକ୍ତି?

make in odisha

Debendra Prusty
  • Published: Wednesday, 14 September 2022
  • , Updated: 14 September 2022, 11:54 AM IST

ଦୁବାଇ, ଦିଲ୍ଲୀ ପରେ ଏବେ ମୁମ୍ବାଇରୁ ଆଣିବେ ଶିଳ୍ପପତି। ମେକ୍ ଇନ ଓଡିଶାର ତୃତୀୟ ସଂସ୍କରଣ ୨୦୨୨କୁ ସରକାର କରିବେ ସଫଳ। ମୁମ୍ବାଇର ବଛା ବଛା ନିବେଶଙ୍କୁ ଭେଟିବେ ନବୀନ। ତେବେ, ଏମିତି ବାରମ୍ବାର ଗସ୍ତ ଓ ସମ୍ମିଳନୀ ସତ୍ତ୍ୱେ କେତେ ଆସିଛି ପୁଞ୍ଜି? କେତେ ଓଡ଼ିଆ ପାଇଛନ୍ତି ନିଯୁକ୍ତି?

https://www.youtube.com/watch?v=4oC4zNPBWDg

Related story