ସାତ ସପନ ସରକାରଙ୍କ ଇ-ସମବାୟ!

ଜୁଲାଇ ୧, ୨୦୧୭ ମସିହା। ଚାଷୀମାନଙ୍କୁ ରୁପେ କିଷାନ କାର୍ଡ ବାଂଟିଲେ ମୁଖ୍ୟମନ୍ତ୍ରୀ। କହିଲେ ଏବେ ରାଜ୍ୟରେ ଚାଷୀମାନଙ୍କୁ ରାଜ୍ୟର ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସରୁ ରୂପେ କାର୍ଡ ଜରିଆରେ ଟଙ୍କା ଉଠାଇବାର ସୁବିଧା ମିଳିବ। ହେଲେ ବାସ୍ତବତା କ’ଣ? ଚାଷୀଙ୍କୁ ଏପର୍ଯ୍ୟନ୍ତ ଏହାର ସୁଫଳ ମିଳିଲା ନାହିଁ।

e samabaya

Debendra Prusty
  • Published: Saturday, 17 September 2022
  • , Updated: 17 September 2022, 02:59 PM IST

ଜୁଲାଇ ୧, ୨୦୧୭ ମସିହା। ଚାଷୀମାନଙ୍କୁ ରୁପେ କିଷାନ କାର୍ଡ ବାଂଟିଲେ ମୁଖ୍ୟମନ୍ତ୍ରୀ। କହିଲେ ଏବେ ରାଜ୍ୟରେ ଚାଷୀମାନଙ୍କୁ ରାଜ୍ୟର ୨୭୧୦ଟି ପ୍ରାଥମିକ କୃଷି ସମବାୟ ସମିତି ବା ପାକ୍ସରୁ ରୂପେ କାର୍ଡ ଜରିଆରେ ଟଙ୍କା ଉଠାଇବାର ସୁବିଧା ମିଳିବ। ହେଲେ ବାସ୍ତବତା କ’ଣ? ଚାଷୀଙ୍କୁ ଏପର୍ଯ୍ୟନ୍ତ ଏହାର ସୁଫଳ ମିଳିଲା ନାହିଁ।

https://youtu.be/Lg0oMhUWi2U

Related story