ମୁହଁକୁ ଚାହିଁ ବିଜ୍ଞାପନ?

ରାଜ୍ୟର ଗଣମାଧ୍ୟମ ବା ମିଡିଆ ଆଉଟଲେଟଗୁଡ଼ିକୁ ସନ୍ତୁଳିତ ଓ ନ୍ୟାୟସଂଗତ ଭାବେ ବିଜ୍ଞାପନ ବଣ୍ଟନ ପାଇଁ ବିଜ୍ଞାପନ ନୀତି-୧୯୯୮ ପ୍ରଣୟନ ହୋଇଛି। ଏହି ନୀତି କେତେ କାର୍ଯ୍ୟକାରୀ ହେଉଛି, ଦେଖନ୍ତୁ ବିଧାନସଭାର ଉତ୍ତର। ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ ଦେଇଥିବା ଉତ୍ତରରୁ ଏହା ପଦାକୁ ଆସିଛି।

advert

advert

Debendra Prusty
  • Published: Saturday, 10 September 2022
  • Updated: 10 September 2022, 01:39 PM IST

Sports

Latest News

ରାଜ୍ୟର ଗଣମାଧ୍ୟମ ବା ମିଡିଆ ଆଉଟଲେଟଗୁଡ଼ିକୁ ସନ୍ତୁଳିତ ଓ ନ୍ୟାୟସଂଗତ ଭାବେ ବିଜ୍ଞାପନ ବଣ୍ଟନ ପାଇଁ ବିଜ୍ଞାପନ ନୀତି-୧୯୯୮ ପ୍ରଣୟନ ହୋଇଛି। ଏହି ନୀତି କେତେ କାର୍ଯ୍ୟକାରୀ ହେଉଛି, ଦେଖନ୍ତୁ ବିଧାନସଭାର ଉତ୍ତର। ସୂଚନା ଓ ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଚଳିତ ବର୍ଷ ଜୁଲାଇ ୧୯ ତାରିଖରେ ଦେଇଥିବା ଉତ୍ତରରୁ ଏହା ପଦାକୁ ଆସିଛି।

https://youtu.be/YkZJsCrY0K8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos