ଠାକୁରଙ୍କୁ ଦେଖି ଅଫିସର ଛାନିଆ

ମା ଆସିଛନ୍ତି। ସେଥିପାଇଁ ଗାଁ ଦାଣ୍ଡ ହୁଳହୁଳି ଓ ବାଜା ମୃଦଙ୍ଗରେ କମ୍ପୁଛି। ଜମିଛି ଲୋକଙ୍କ ଗହଳି ଚହଳି। ଏମିତିକି ମା’ଙ୍କୁ ଦେଖି ପୁଲିସ ବି ଛାନିଆ। ଅନୁଗୁଳ ନାଲକୋ ଥାନା କାଣ୍ଡସର ଗାଁରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ଜିଲ୍ଲା ପ୍ରଶାସନ ବିରୋଧରେ ଦେଖିବାକୁ ମିଳିଥିଲା ଏମିତି କିଛି ହାଇଡ୍ରାମା। ରାସ୍ତା ଉପରେ ଥିବା ମନ୍ଦିର ଉଠାଇବା ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସ କାଣ୍ଡସର ଗାଁରେ ପହଁଚିବା ପରେ ଗାଁ ଲୋକ ଏମିତି କିଛି […]

god fearing

god fearing

Debendra Prusty
  • Published: Friday, 26 August 2022
  • Updated: 26 August 2022, 05:32 PM IST

ମା ଆସିଛନ୍ତି। ସେଥିପାଇଁ ଗାଁ ଦାଣ୍ଡ ହୁଳହୁଳି ଓ ବାଜା ମୃଦଙ୍ଗରେ କମ୍ପୁଛି। ଜମିଛି ଲୋକଙ୍କ ଗହଳି ଚହଳି। ଏମିତିକି ମା’ଙ୍କୁ ଦେଖି ପୁଲିସ ବି ଛାନିଆ। ଅନୁଗୁଳ ନାଲକୋ ଥାନା କାଣ୍ଡସର ଗାଁରେ ଜବରଦଖଲ ଉଚ୍ଛେଦ ପାଇଁ ଆସିଥିବା ଜିଲ୍ଲା ପ୍ରଶାସନ ବିରୋଧରେ ଦେଖିବାକୁ ମିଳିଥିଲା ଏମିତି କିଛି ହାଇଡ୍ରାମା। ରାସ୍ତା ଉପରେ ଥିବା ମନ୍ଦିର ଉଠାଇବା ନେଇ ସ୍ଥାନୀୟ ତହସିଲଦାର ଓ ପୁଲିସ କାଣ୍ଡସର ଗାଁରେ ପହଁଚିବା ପରେ ଗାଁ ଲୋକ ଏମିତି କିଛି ଅଭିନବ ଶୈଳୀରେ ପ୍ରତିବାଦ କରିଥିଲେ।

https://youtu.be/98LVj8Pq4H8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story