ଜେଲ ଯିବେ କି ଶଙ୍କର!

ଭାରି ପଡ଼ିଲା ସବୁ ଜିଲ୍ଲାର ଝିଅଙ୍କୁ ଆକ୍ଷେପ କରି ଗୀତରେ ଅଶ୍ଳୀଳ ଭାଷାରେ ଗାଳି କରିବା। ବାଲେଶ୍ୱରର ଶଙ୍କର ଓମ୍ ଶରଣଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ। ୟୁଟ୍ୟୁବରେ ସଂଗୀତ ପରିବେଷଣ ମାଧ୍ୟମରେ ଶଙ୍କର ଅଶ୍ଳୀଳ ଭାଷା ପ୍ରୟୋଗ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

balasore singer

Debendra Prusty
  • Published: Monday, 19 September 2022
  • , Updated: 19 September 2022, 11:18 AM IST

ଭାରି ପଡ଼ିଲା ସବୁ ଜିଲ୍ଲାର ଝିଅଙ୍କୁ ଆକ୍ଷେପ କରି ଗୀତରେ ଅଶ୍ଳୀଳ ଭାଷାରେ ଗାଳି କରିବା। ବାଲେଶ୍ୱରର ଶଙ୍କର ଓମ୍ ଶରଣଙ୍କ ନାମରେ ଆସିଛି ଏପରି ସାଂଘାତିକ ଅଭିଯୋଗ। ୟୁଟ୍ୟୁବରେ ସଂଗୀତ ପରିବେଷଣ ମାଧ୍ୟମରେ ଶଙ୍କର ଅଶ୍ଳୀଳ ଭାଷା ପ୍ରୟୋଗ କରି ଓଡ଼ିଶାର ବିଭିନ୍ନ ଜିଲ୍ଲାର ମହିଳାମାନଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

https://youtu.be/BTZgwBDL5dA

Related story