ଗୀତ ପାଇଁ ଚର୍ଚ୍ଚାରେ କୋରାପୁଟର ନମିତା

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ାର ନମିତା ମେଲେକା ନିଜ ଗୀତକୁ ନେଇ ଦେଖିଛନ୍ତି ଆକାଶେ ସ୍ଵପ୍ନ। ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ତାଙ୍କ ସୁମଧୁର କଣ୍ଠରେ ଗୀତ ସବୁ। ତେବେ ଗରିବୀ ଭିତରେ ସଙ୍ଗୀତ ସାଧନା ଜାରି ରଖିବା ଆଗକୁ ସମ୍ଭବପର ହୋଇପାରୁଛି କି ନା ତାହା ହିଁ ବଡ଼ ପ୍ରଶ୍ନ ପାଲଟିଛି।

Ordigital Desk
• Published: Thursday, 10 September 2020
• Updated: 10 September 2020, 09:14 PM IST

Sports

Latest News

କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ାର ନମିତା ମେଲେକା ନିଜ ଗୀତକୁ ନେଇ ଦେଖିଛନ୍ତି ଆକାଶେ ସ୍ଵପ୍ନ। ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ତାଙ୍କ ସୁମଧୁର କଣ୍ଠରେ ଗୀତ ସବୁ। ତେବେ ଗରିବୀ ଭିତରେ ସଙ୍ଗୀତ ସାଧନା ଜାରି ରଖିବା ଆଗକୁ ସମ୍ଭବପର ହୋଇପାରୁଛି କି ନା ତାହା ହିଁ ବଡ଼ ପ୍ରଶ୍ନ ପାଲଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos