ଗୀତ ପାଇଁ ଚର୍ଚ୍ଚାରେ କୋରାପୁଟର ନମିତା

Ordigital Desk
  • Published: Thursday, 10 September 2020
  • , Updated: 10 September 2020, 09:14 PM IST
<p>କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଚିନ୍ତାଗୁଡ଼ାର ନମିତା ମେଲେକା ନିଜ ଗୀତକୁ ନେଇ ଦେଖିଛନ୍ତି ଆକାଶେ ସ୍ଵପ୍ନ। ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ତାଙ୍କ ସୁମଧୁର କଣ୍ଠରେ ଗୀତ ସବୁ। ତେବେ ଗରିବୀ ଭିତରେ ସଙ୍ଗୀତ ସାଧନା ଜାରି ରଖିବା ଆଗକୁ ସମ୍ଭବପର ହୋଇପାରୁଛି କି ନା ତାହା ହିଁ ବଡ଼ ପ୍ରଶ୍ନ ପାଲଟିଛି।<br /> &lt;div class=&quot;adL&quot;&gt;&lt;/div&gt;</p> <p>&amp;nbsp;</p>

Related story