ଏମାନେ ବିଜେଡିର ବଳ ନା ଦୁର୍ବଳତା?

ଭୋଟ ମାଗିବେ ବିବାଦୀୟ ନେତା! ମନ୍ତ୍ରୀ ପଦ କାଢ଼ିନେଇଥିଲା ଦଳ। ନିଜ ଅଞ୍ଚଳରେ ରହି କାମ କରିବାକୁ କୁହାଯାଇଥିଲା। ସେହିଦିନୁ ଏମାନଙ୍କ ଦେଖା ନଥିଲା। ଧାମନଗର ଦାୟିତ୍ୱ ବି ଦିଆଯାଇ ନଥିଲା। ହେଲେ ଏବେ ସେମାନେ ସମ୍ଭାଳିବେ ମଙ୍ଗ।