ଏମାନେ ବିଜେଡିର ବଳ ନା ଦୁର୍ବଳତା?

Ordigital Desk
  • Published: Monday, 21 November 2022
  • , Updated: 21 November 2022, 11:58 AM IST
<p>ଭୋଟ ମାଗିବେ ବିବାଦୀୟ ନେତା! ମନ୍ତ୍ରୀ ପଦ କାଢ଼ିନେଇଥିଲା ଦଳ। ନିଜ ଅଞ୍ଚଳରେ ରହି କାମ କରିବାକୁ କୁହାଯାଇଥିଲା। ସେହିଦିନୁ ଏମାନଙ୍କ ଦେଖା ନଥିଲା। ଧାମନଗର ଦାୟିତ୍ୱ ବି ଦିଆଯାଇ ନଥିଲା। ହେଲେ ଏବେ ସେମାନେ ସମ୍ଭାଳିବେ ମଙ୍ଗ।</p>

Related story