ଦୁଇଟି ଏଣ୍ଡୁଅ ବିକିଲେ ୩ଟି ବାଇକ୍!

ଆଉ ଏମିତି ଏଣ୍ଡୁଅ ବିକ୍ରି କରୁଥିବା ବେଳେ ଧରାପଡ଼ିଛନ୍ତି ୨ ଜଣ। ବହୁରୂପୀ ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବହୁରୂପୀ ଏଣ୍ଡୁଅ ଚାଲାଣ ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ରାକେଟ୍‌ ଠାବ ହୋଇଛି।