ପୁଅ ଗୋଟିଏ ବାପା ଦୁଇ

ଜନ୍ମର ୮ ଦିନ ପରେ ବନ୍ଧୁଙ୍କୁ ସମ୍ଭାଳିବାକୁ ଦେଇଥିଲେ ହେଲେ ହସ୍ପିଟାଲ୍ରୁ ପିଲାକୁ ନେଇ ଆଉ ଫେରାଉ ନଥିଲେ ବନ୍ଧୁଙ୍କ ପତ୍ନୀ। ପ୍ରକୃତରେ ପୁଅ କାହାର ଦୁଇ ଦମ୍ପତିଙ୍କ ମଧ୍ୟରେ ପୁଅ ସନ୍ତାନକୁ ନେଇ ଏବେ ଏଭଳି ଟଣାଓଟରା ଲାଗିଛି। ଗୋଟିଏ ଛୁଆକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି।

bapa dui

bapa dui

Debendra Prusty
  • Published: Monday, 27 June 2022
  • Updated: 27 June 2022, 12:42 PM IST

Sports

Latest News

ଜନ୍ମର ୮ ଦିନ ପରେ ବନ୍ଧୁଙ୍କୁ ସମ୍ଭାଳିବାକୁ ଦେଇଥିଲେ ହେଲେ ହସ୍ପିଟାଲ୍ରୁ ପିଲାକୁ ନେଇ ଆଉ ଫେରାଉ ନଥିଲେ ବନ୍ଧୁଙ୍କ ପତ୍ନୀ। ପ୍ରକୃତରେ ପୁଅ କାହାର ଦୁଇ ଦମ୍ପତିଙ୍କ ମଧ୍ୟରେ ପୁଅ ସନ୍ତାନକୁ ନେଇ ଏବେ ଏଭଳି ଟଣାଓଟରା ଲାଗିଛି। ଗୋଟିଏ ଛୁଆକୁ ଦୁଇ ଜଣ ନିଜର ବୋଲି ଦାବି କରୁଛନ୍ତି।

https://youtu.be/auViXkotk04

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos