ମୋ ପୁଅ କୁଆଡ଼େ ଗଲା?

ଯୁକ୍ତ୨ ଛାତ୍ର ହୃଦେଶ ପଣ୍ଡା ନିଖୋଜ। ପଟିଆର ଏକ ଘରୋଇ କଲେଜରୁ ନିଖୋଜ ଅଛନ୍ତି ଛାତ୍ର ହୃଦେଶ। ରାତିରେ କଲେଜର ଚେୟାରମ୍ୟାନ ମାଡ଼ ମାରିଥିବା ସହ ତାଙ୍କୁ ରାଗିଂଗ କରାଯାଇଥିବା କଥା ବାପାଙ୍କୁ ଫୋନରେ କହିଥିଲେ ହୃଦେଶ।