ସ୍ୱାମୀ ନଆସିଲେ ଆତ୍ମହତ୍ୟା କରିବି

ବାହା ହେବାର ମାସେ ପରେ ଛାଡ଼ିଦେଲେ ଆଉ ୪ ବର୍ଷ ହେଲା ଧରାଛୁଆଁ ଦେଉନାହାନ୍ତି। ଏ ଦୁଆରୁ ସେ ଦୁଆର ଦୌଡ଼ି ଦୌଡ଼ି ହାଲିଆ ସ୍ତ୍ରୀ ଶେଷରେ ନିଜ ସ୍ୱାମୀ କାମ କରୁଥିବା ବ୍ୟାଙ୍କ ସମ୍ନାରେ ଧାରଣାରେ ବସିଛନ୍ତି। ଗତ ୨୦୧୯ ମସିହା ଏପ୍ରିଲ ମାସରେ କନ୍ଧମାଳ ବାଲିଗୁଡ଼ାର ମହେଶ ମିଶ୍ରଙ୍କୁ ବିବାହ କରିଥିଲେ ପୁରୀର ମିନତୀ ମହାପାତ୍ର। ବିବାହର ଏକ ମାସ ମଧ୍ୟରେ ହିଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଆଉ ସ୍ତ୍ରୀଙ୍କୁ […]

husband gone

Debendra Prusty
  • Published: Wednesday, 21 September 2022
  • , Updated: 21 September 2022, 05:00 PM IST

ବାହା ହେବାର ମାସେ ପରେ ଛାଡ଼ିଦେଲେ ଆଉ ୪ ବର୍ଷ ହେଲା ଧରାଛୁଆଁ ଦେଉନାହାନ୍ତି। ଏ ଦୁଆରୁ ସେ ଦୁଆର ଦୌଡ଼ି ଦୌଡ଼ି ହାଲିଆ ସ୍ତ୍ରୀ ଶେଷରେ ନିଜ ସ୍ୱାମୀ କାମ କରୁଥିବା ବ୍ୟାଙ୍କ ସମ୍ନାରେ ଧାରଣାରେ ବସିଛନ୍ତି। ଗତ ୨୦୧୯ ମସିହା ଏପ୍ରିଲ ମାସରେ କନ୍ଧମାଳ ବାଲିଗୁଡ଼ାର ମହେଶ ମିଶ୍ରଙ୍କୁ ବିବାହ କରିଥିଲେ ପୁରୀର ମିନତୀ ମହାପାତ୍ର। ବିବାହର ଏକ ମାସ ମଧ୍ୟରେ ହିଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଆଉ ସ୍ତ୍ରୀଙ୍କୁ ଘରୁ ବାହାର କରିଦେଇଥିଲେ ସ୍ୱାମୀ।

https://youtu.be/25fGP6JAAV0

Related story