ତାମିଲନାଡୁରେ ହେଲା ଓଡ଼ିଶାରେ କେବେ?

ତାମିଲନାଡୁରେ ସ୍କୁଲ ପିଲାମାନଙ୍କୁ ମାଗଣା ଜଳଖିଆ ଦେବା ଯୋଜନା ସେଠାକାର ସରକାର ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ବ୍ରେକଫାଷ୍ଟ କିଚେନ୍ ବୁଲି ଦେଖିବା ସହିତ ପିଲାମାନଙ୍କ ସହିତ ବସି ଜଳଖିଆ ଖାଇଥିଲେ। ଓଡ଼ିଶାରେ ଏଭଳି ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ତେବେ ଆମ ରାଜ୍ୟରେ ଯେତେବେଳେ ଆହାର କେନ୍ଦ୍ର ସବୁ ଖୋଲାଗଲା ସେତେବେଳେ […]

jalakhia

Debendra Prusty
  • Published: Friday, 16 September 2022
  • , Updated: 16 September 2022, 11:38 AM IST

ତାମିଲନାଡୁରେ ସ୍କୁଲ ପିଲାମାନଙ୍କୁ ମାଗଣା ଜଳଖିଆ ଦେବା ଯୋଜନା ସେଠାକାର ସରକାର ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୧୫ ତାରିଖ ଗୁରୁବାର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଯୋଜନା ଘୋଷଣା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନିଜେ ବ୍ରେକଫାଷ୍ଟ କିଚେନ୍ ବୁଲି ଦେଖିବା ସହିତ ପିଲାମାନଙ୍କ ସହିତ ବସି ଜଳଖିଆ ଖାଇଥିଲେ। ଓଡ଼ିଶାରେ ଏଭଳି ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ ନାହିଁ। ତେବେ ଆମ ରାଜ୍ୟରେ ଯେତେବେଳେ ଆହାର କେନ୍ଦ୍ର ସବୁ ଖୋଲାଗଲା ସେତେବେଳେ ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଆଧାରରେ ଏହା ଖୋଲାଯାଇଥିବା ଚର୍ଚ୍ଚା ହୋଇଥିଲା।

https://youtu.be/9UHCpv9Wb2M

Related story