ଆପଣ ବି କରିପାରିବେ ରାଜଧାନୀରେ ଘର!

ସାକାର ହେବ ରାଜଧାନୀରେ ସ୍ୱପ୍ନର ଘର ଆଶା। ଗରିବ ବି ସହରରେ ତୋଳିପାରିବେ ଘର! ଲୋକଙ୍କ ମୁଣ୍ଡ ଉପରେ ଛାତ ପାଇଁ ଯୋଜନା।ସମସ୍ତଙ୍କ ପାଇଁ ଘର ଯୋଜନା ‘ହାଉସିଂ ଫର୍ ଅଲ୍’।